Shuvashree's Good Life
Hello friends welcome to my channel shuvashree good life🙏mo video jadi apananku bhala laguthiba like share subscribe karibaku bhulibeni
Jay Jagannath ⭕️ 🙏🙏
Thank You ❤️❤️❤️
For Collaboration Contact-
[email protected]
Contact no-7682064789
ପୋଖରୀ କୁଳରେ Family ଭୋଜୀ କଲୁ//ଚିଙ୍ଗୁଡି ମଲାଇ ଖାଇକି ସବୁ ଉଡେଇଲୁ//ପୋଖରୀରୁ krish ଧରିଲା କଙ୍କଡା ✨️♥️
ଦୁଇ ଭଉଣୀ ଚାଲିଲୁ ମାଛ ହାଟ/ଏତେବଡ ଖଣ୍ଡାମାଛ ଭାକୁର ଚିଙ୍ଗୁଡି ଧରିକି ଆସିଲୁ/ଲିପାଦେଇ ବନେଇଲା ଭାକୁର ମୁଣ୍ଡ ଘାଣ୍ଟ 🙄
ତିନି ବୋଉଙ୍କ ସହ ଦୁଇ ଭଉଣୀ ଖାଇଲୁ ପଖାଳ//ବାପା ଆଣିଲେ ଚୁନାମାଛ ବନେଇଲେ ଦେଶି ସୁଖୁଆ....
ଦୁଇ ଭଉଣୀ ଚିକେନ ପକୋଡା ଖାଇକି ଉଡେଇଲୁ//ଦେଇର craft ବୋଉ ସଫା କରୁଛି//ବାପା ଆଣିଲେ ଦେଶି ଚୁନାମାଛ ମାଛ🤗
ବୋଉର ଶାଢୀ Collection କଣ ସବୁ ଅଛି//ବୋଉ ଶାଢୀ ମତେ ପିନ୍ଧିବାକୁ ଦଉନୀ😮
ଆଜି ବୋଉ ବନେଇଲା ଚିକେନ କସାକୁ ଗୋଟା ମାଛfry//ଘରକୁ ଆସିଲେ ବାପାଙ୍କ ବନ୍ଧୁ/ଆଜିର special lunch ପଖାଳ 😮
ମୋ ଜେଜେମା ଖୁସିରେ ମତେ କଣ କହିଲା//ଆମ ବାଡିରେ କଣ ସବୁ ହେଇଛି//ଖରାବେଳେ ବାପାଙ୍କ ସହ ଖିଆ ଚାଲିଛି..
ଘରକୁ ଆସିଲେ ନୂଆ Member//ବବୁଲ ପାଇଁ special ଅଣ୍ଡା କସା//ଲିପାଦେଇ ଖାଇକି କଣ କହିଲା//ରାତିରେ ଚାଲିଲୁ ଛତୁବାଡି✨️
ପ୍ରଥମ ଥର ଚିକେନ୍ ବେଶର ବନେଇଲୁ କେମିତି ଲାଗିଲା//Eveningରେ momoକୁ ସିଝାଅଣ୍ଡା ଖାଇଲୁ😊
Surpriseରେ ମିଳିଲା ରୁପା 🎁 Gift//ଏତେସାରା Dress ଦେଖିକି ଖୁସି ହେଇଗଲି//ହସିହସି ସମସ୍ତେ ଗଡିଲେ କଣ ପାଇଁ✨️✨️
ଜନ୍ମଦିନରେ ହେଲା ଚିକେନ ହଣ୍ଡା/ ସାଙ୍ଗମାନେ ଦେଲେ surprise! ସମସ୍ତେ କାନ୍ଦିଲେ କଣ ପାଇଁ/ଚିକେନ କସା ଖାଇକି ଉଡେଇଲେ.
ପ୍ରଥମାଷ୍ଟମୀ ପାଇଁ ତିନିବୋଉ ପିଠା କରିବାରେ ଲାଗିଛନ୍ତି//ଭାଇ ଭଉଣୀ ନୂଆ Dress ପିନ୍ଧିକି ପୂଜାହେଲୁ ପିଠା ଖାଇଲୁ✨️
ପ୍ରଥମାଷ୍ଟମୀ ପାଇଁ କଣ ସବୁ Dress ଆସିଲା ଦୁଇ ଭଉଣୀଙ୍କର//ବୋଉ ପାଇଁ saree//Biriyaniକୁ ଚିକେନ ମସଲା ଖାଇକି ଉଡେଇଲୁ
ଦୁଇ ବୋଉଙ୍କୁ ଧରିକି ଭାଇ ଭଉଣୀ ଚାଲିଲୁ ବାଲିଯାତ୍ରା//ମେଳାରେ ସମସ୍ତେ ଖାଇକି ଉଡେଇଲେ//ବୋଉ କଣ ସବୁ ମେଳାରୁ ଆଣିଲା🫡
ଘର ହେଇଗଲା ଖାଲି ଆଇ ଆଖିରେ ଲୁହ//ଅଜାମାନେ ଛାଡୁନାହାନ୍ତି ନାତିକୁ ସମସ୍ତଙ୍କ ମନ ଦୁଃଖ//ଦେଇ ପାଇଁ କସାଗଲା ଚିକେନ..✨️
ଦେଇ ପାଇଁ କଣ ସବୁ ଶାଢୀ ଆସିଛି...✨️ସକାଳର special ପଖାଳ ସୁଖୁଆ ପାଗ//ଆଜି 60kg ଛତୁ ଗୋଟିଏ ଦିନରେ😋
ବାପା ଧରିଲେ ପୋଖରୀରୁ ଭାକୁର ମାଛ//ଦେଇ ହାତ ତିଆରି ଭାକୁର ମାଛ ଝୋଳ recipe!! ଆଇମା ନାତି ଖେଳ ଚାଲିଛି✨️🌸💥
ଆଇମା ବିଛେଇଲା ନାତି ପାଇଁ କଳା//scooty ନେଇକି ଗଲି ଦେଇ ପାଇଁ chocolate ଆଣିବାକୁ ମାର୍କେଟ//ଦୁଇ ଭଉଣୀଙ୍କ ଖାଇବା🫡
ପଞ୍ଚୁକରେ ଗାଁଝିଅ ମିସି ସମସ୍ତଙ୍କୁ ଦେଲୁ ଭୋଜି//କମଳା ପାଗ ଖାଇକି ଉଡେଇଲୁ//ପୂରା ପରିବାର ଡଙ୍ଗା ଭସେଇଲୁ🌸✨️🥀
ମୋ ଜେଜେମାର ବାପ ଘର କଉଠି?ଦେଇ ବନେଇଲା କଦଳୀପଟୁଆ ଡଙ୍ଗା//ପଞ୍ଚୁକ ପାଇଁ preparation ଚାଲିଛି✨️🥀
ଦୁଇ ଭଉଣୀ ବାଡିରୁ ତୋଳିଲୁ କମଳା//ଦେଇ ପାଇଁ ବୋଉ ଗାଁରୁ ରଖିଲା ଇଲିସି ମାଛ ସୁଖୁଆ 🤭 ନନା ଦେଇକୁ ସୀଖେଇଲା scooty 😄
ଦେଇ Scootyରୁ ମୁଁ ପଡିଲି କେମିତି ? ଦୁଇ ଭଉଣୀ ସନ୍ଧ୍ୟାରେ ସାଢୀ ପିନ୍ଧିକି କଣକଲୁ//ସକାଳେ ପଖାଳ ଖାଇଲୁ ଦୁଇ ଭଉଣୀ🫡
ଦେଇ craft ଭିଡିଓ କେମିତି ବନାଏ ଘରେ/ନାତି ପାଇଁ ଗୀତଗାଇକି କାନ୍ଦିଲା ମା😐/ଦେଇ ବନେଇଲା ସମସ୍ତଙ୍କ ପାଇଁ ଡଙ୍ଗା✨️
ଅଜା ନାତିକୁ ଧରିକି କଣ କହିଲେ!! ମାଉସୀ କୁନି babyକୁ ଧରିପାରୁନି🤑ଆଇମା କହିଛନ୍ତି ମୋନାତିର କିହସ😆😆
ଜେଜେଙ୍କ ଶ୍ରାଦ୍ଧରେ ଘରେ ଜୋରଦାର କାମ ଚାଲିଛି//ଦେଶିମାଛକୁ ଘାଣ୍ଟ ବୋଉ ବନେଇଲା//ମା ମନ କଣ ପାଇଁ ଦୁଃଖ 😒
ଜାଲୁଆ ଆମ ପୋଖରିରୁ ଧରିଲେ 90kg ମାଛ//ଗାଁର ଲୋକସବୁ ବୋହିନେଲେ ମାଛ...ଏତେ ବଡ ବଡ ମାଛ 😲
ପୁରା Family ସହ ଦୀପାବଳୀ କେମିତି ପାଳନ କଲୁ...ବଡବଡୁଆଙ୍କୁ ଡାକିଲା ପରେ ଲିପାଦେଇ କଣ ଏମିତି କଲା😒
ଭିଣେଇଭାଇ ବାପା ଆସିଲେ ଘରକୁ...✨️ଲିପାଦେଇ ବନେଇଲା ଚିଙ୍ଗୁଡି ମଲାଇ//ଗୋଟା ଭାକୁରମାଛ fry ଚିକେନ ଅଣ୍ଡା ସବୁ ଉଡିଲା..
ଧନତେରସରେ Gold କିଣିଲୁ କାହାପାଇଁ✨️ସୁନା ଆସିବା ଖୁସିରେ ସମସ୍ତଙ୍କୁ ମିଳିଲା party 🥳
ରାକ୍ଷୀଙ୍କ ପାଇଁ special ପୋଟଳ ଆଳୁ କସା..😝ବୋହୁତ ଦିନ ପରେ ତିନି ସାଙ୍ଗଙ୍କର କିଗପ ଚାଲିଛି..ଆଉ କେବେ ଦେଖା ହବ ଆମର🫠