Matrukshetra Ashram Raikala Official

Mother Divine
ସମସ୍ତ ମାତୃ ସନ୍ତାନ ମାନଙ୍କୁ ପ୍ରଣାମ ।🌷🌷


ଆମ୍ଭମାନଙ୍କର ଏଇ matrukshetra ashram raikala official channel ଟି ପରମପ୍ରଭୁ ଶ୍ରୀଅରବିନ୍ଦ ଏଵଂ ଶ୍ରୀମା ଙ୍କ କରକମଳରେ ଅର୍ପିତ। ଆମର ଏଇ ଛୋଟ ଚ୍ୟାନେଲ ମାଧ୍ୟମରେ ଆମ ବିଦ୍ୟାଳୟର ସମସ୍ତ କାର୍ଯ୍ୟ youtube ମାଧ୍ୟମରେ ସମସ୍ତଙ୍କୁ ଦେଖାଇବାର ଏକ ନୂଆ ପ୍ରୟାସ ଏବଂ ସମସ୍ତ video ସଂଗ୍ରହ କରିବାର ଏକ ମାଧ୍ୟମ ।

ତେଣୁ ସମସ୍ତ ମାତୃ ସନ୍ତାନ ମାନଙ୍କୁ ଅନୁରୋଧ ସମସ୍ତ video କୁ ସପୋର୍ଟ କରନ୍ତୁ ଏବଂ ଆମ୍ଭମାନଙ୍କୁ ଉତ୍ସାହ କରନ୍ତୁ।
ଧନ୍ୟବାଦ 🙏