ଜ୍ଞାନର ଧାରା GYANARA DHARA

My new utube channel @ ଜ୍ଞାନର ଧାରା....
ମୁଁ ସୁଷମା ମହାନ୍ତି, ଓଡିଶା ସରକାର ଙ୍କ ଗଣଶିକ୍ଷା ବିଭାଗ ର ଶିକ୍ଷୟିତ୍ରୀ, ଚାକିରୀ ଜୀବନର 35 ବର୍ଷ ର ଅଭିଜ୍ଞତା. ଅବସର ର ଦିନ ପହଂଚି ଗଲାଣି. ତେଣୁ ମୋ ଭିତରେ ଥିବା ଜ୍ଞାନ କୁ ମୁଁ ଛୋଟ ଛୋଟ ପିଲାଙ୍କୁ ଚିତ୍ର ଓ ଶିକ୍ଷଣ ସହାୟକ ସାମଗ୍ରୀ tlm ମାଧ୍ୟ୍ୟମରେ ଅତି ସହଜରେ ସବୁ ବିଷୟ ଗୁଡିକୁ ବୁଝାଇବା ପାଇଁ ଚେଷ୍ଟା ଜାରି ରଖିଛି. ମୋର ଏ video ସମସ୍ତ ପିଲାମାନଙ୍କୁ ଓ ତାଙ୍କର ଅଭିଭାବକ ମାନଙ୍କୁ ନିଶ୍ଚୟ ବୁଝି ବାକୁ ସହଜ ଓ ସରଳ ହେବ.ଦୟାକରି ମୋର ଏ ପ୍ରୟାସ କୁ ସମ୍ମାନ ଜଣାଇ like ଓ subscribe କରିବେ. ଯଦ୍ଵାରା ମୁଁ ଆହୁରି ଉତ୍ସାହିତ ହୋଇ ଭଲ ଭଲ tlm ପ୍ରସ୍ତୁତ କରି video କରିବି ❤️❤️