Patna Samachar
Patna Samachar is Digital News And Entertainment Channel Of Patnagarh where one connects with common people issues, events , happenings and culture with humor & colour. which are Producing daily local News . Patna Samachar Believe On Clear Concise And Unbiased News Publishing . Get Connected With Patna Samachar Digital News Platform #Patnasamachar #Patnagarh #Balangir #Odisha
କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ , କଣ୍ଟାବାଞ୍ଜି ଜିଆରପି ଏତଲା ଦେଲେ ବିଧାୟକ #kantabanji #balangir
ଖରିଫ ଧାନ ବିକ୍ରୟ ପାଇଁ ଗାଁ ଗାଁରେ ପ୍ରଚାର ରଥ ଆଜିଠୁ ବୁଲିଲା #patnagarh #balangir #news
୫ ଜଣ ଡକାୟତ ଗିରଫ, ବଲାଙ୍ଗୀର ଏସପି ଅଭିଳାଷ ଜି ଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା #balangir #news
ପାଟଣାଗଡ ସୁବ୍ରତ ମେଡିକାଲ ରେ ଆଜି ଠାରୁ ହେଲା CT SCAN ସେବା #patnagarh #balangir #news
BREAKING ଛାତ୍ରୀ ଙ୍କୁ ଅସଦାଚରଣ କରି ଜେଲ ଗଲେ ରସିକିଆ ଶିକ୍ଷକ #patnagarh
ଦାଦନ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ
ହାତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ #patnagarh #balangir #news
ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗୀତା #patnagarh #balangir #news
BREAKING ଦେଶୀ ରନ୍ଧାମଦ ପିଇ ଜଣେ ମୃତ, ଦୁଇ ଗୁରୁତର #patnagarh #balangir #news
ପାଟଣାଗଡ଼ ବ୍ଲକ ଭଇଁଷା ରେ ଗ୍ରାମପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଓ ସମାଧାନ ଶିବିର #patnagarh #balangir #news
ବଲାଙ୍ଗିର ସଦର ଥାନା ପୋଲିସ ହାତରେ ୧୭ ଜୁଆଡ଼ି #balangir #news #odisha
ପାଟଣାଗଡ ରେ ଖୋଲିଲା ଇଣ୍ଡାୟାନ ଓଭରସିଜ ବ୍ୟାଙ୍କର ୧୩୭ ତମ ଶାଖା #patnagarh #balangir #news
ହରିଶଙ୍କର ପୀଠରେ ବେଆଇନ ଜବରଦଖଲ ଉଛେଦ କରିଛି ପ୍ରଶାସନ #patnagarh #balangir #newsmedia
ପାଟଣାଗଡ଼ ଆରଏମସି ମାର୍କେଟ ୟାର୍ଡ୍ ନେ କପା ମଣ୍ଡି ଆରମ୍ଭ #patnagarh #balangir #news
ପାଟଣାଗଡ ଠାରେ ଅତିରିକ୍ତ ଜିଲ୍ଲାପାଳ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି #patnagarh #balangir #news
ଭାରତୀୟ ଜନତା ପାର୍ଟିର ପାଟଣାଗଡ ବିଧାନସଭା ସ୍ତରୀୟ ଆତ୍ମ ନିର୍ଭରଶୀଳ କର୍ମଶାଳା ଅନୁଷ୍ଠିତ #patnagarh #balangir
ବାହାର ରାଜ୍ୟ କୁ ବେଆଇନ ଚାଲାଣ ବେଳେ 20 ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଗିରଫ #patnagarh #balangir #news
ଯୁବତୀ ଙ୍କୁ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରି, ଗର୍ଭନଷ୍ଟ କରି ଜେଲ ଗଲେ ଯୁବକ #patnagarh #balangir #news
ପାଟଣାଗଡ ରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ #patnagarh #balangir #news
ଖପ୍ରାଖୋଲ ବ୍ଲକ ର ବିଭିନ୍ନ ଗା କୁ ମନ୍ତ୍ରୀ ଙ୍କ ମାରାଥାନ ଗସ୍ତ #patnagarh #balangir #news
ପାଟଣାଗଡ଼ ବିରାଟ ଧନୁଯାତ୍ରା ମହାରାଜା କଂସ ପାଇ ହୃଷିକେଶ ଭୋଇଙ୍କୁ ନିମନ୍ତ୍ରଣ #patnagarh #balangir #news
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ପୁସ୍ତକ "Parcel Bomb in a court room " ଉନ୍ମୋଚିତ
ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ଏକତା ଶୋଭାଯାତ୍ରା ସାମିଲ ହେଲେ ସାଂସଦ #patnagarh
ପାଟଣାଗଡ ଉପଖଣ୍ଡ ସାମ୍ୱାଦିକ ସଙ୍ଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ #patnagarh #nationalpressday #journalist
ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ #patnagarh #journalist #news
ପାଟଣାଗଡ ବିଜେପି କାର୍ଯ୍ୟାଳୟ ରାଜ ଖମାର ଠାରେ ବିଜେପି କର୍ମୀ ଙ୍କ ବିଜୟୀ ଉତ୍ସବ #patnagarh #news