Golapa Vlogs
ନମସ୍କାର ଦର୍ଶକ ବନ୍ଧୁ ଆପଣମାନଙ୍କୁ ମୋର golapa vlogs youtube channel ରେ ସ୍ୱାଗତ ଜଣାଉଛି //ଏହି channel ଏକ vlogs channel କିନ୍ତୁ ଆପଣମାଙ୍କ ଓଠ ରେ ଟିକିଏ ହସ ଖୁସି ଦେଖିବା ପାଇଁ ଇଏ ମୋର ଗୋଟିଏ ଛୋଟ ପ୍ରୟାସ // ମୁଁ ଏହି channel ରେ ସମସ୍ତ ପ୍ରକାରର video uplode କରିବି ମୋର କିଛି ଭୁଲ ହେଲେ ମୋତେ କ୍ଷମା କରିବେ.... 🙏ତ ଆଶା କରୁଛି ମୋର ଏହି video ସବୁ ଆପଣମାଙ୍କୁ ବହୁତ ଭଲ ଲାଗିବ..... Video ଭଲ ଲାଗିଲେ ଗୋଟିଏ like👍କରିବେ, comment କରିବେ,channel କୁ subscribe କରିବେ ଏବଂ ସାଙ୍ଗ ମାନଙ୍କ ସହିତ shere କରିବା ପାଇଁ ଜମାରୁ ଭୂଲିବେନି....... 🙏🙏thank you 🙏🙏love you all 🤔........
Jatra melody /ସିଙ୍ଗର ଅଭୟକୁମାର ଟିକିନା ଙ୍କ ଗୀତରେ ଦର୍ଶକ ଝୁମିଲେ ପଇସା ଦେଲେ /jatra durgamandira
ଆମେ ଚାଲିଲୁ ନବରଙ୍ଗପୁର ଉମରକୋଟ ଠାରୁ କରାପୁଟ ନାରାୟଣ ପାଟଣା #golapavlogs
ଯାତ୍ରା ଦୁର୍ଗାମନ୍ଦିର ମେଲୋଡି ସିଙ୍ଗର ଅଭୟକୁମାର 'ଅନୁ ଦର୍ଶକ ନାଚିଲେ
Jatramelody /ବହୁ ଦର୍ଶକ ଙ୍କ ଅନୁରୋଧ ରେ ହ୍ୟୁମାନ ସାଗର ଙ୍କ ଗୀତ ଗାଇଲି
ଯାତ୍ରା ଦୁର୍ଗା ମନ୍ଦିର ଗାଡ଼ିପୂଜା /jatra durgamandira
ଯାତ୍ରା ଦୁର୍ଗା ମନ୍ଦିର ସନ୍ଧ୍ୟା ଶୋ କାହିଁକି ହେଲା, ଆଦିବାସୀ ନାଟକ ଦେଖିବାକୁ କିଏ କିଏ ଗଲେ?
Jatra melody /ରସ ଜାମୁଡାଳି ସିଙ୍ଗର ଅନୁ
ରାମ ଭାଇଙ୍କ ସୁନ୍ଦର ହଲ ପ୍ରଚାର🎤🎤🎤
ଆମେ ଚାଲିଲୁ, ମାଲକାନଗିରି mv-07 ଠାରୁ ଉମରକୋଟ ନବରଙ୍ଗପୁର /jatra durga mandira
Jatra taitelsong /ମୁଁ କାହାଣୀ ରାଇଜ ରାଣୀ ଟାଇଟେଲ ଗୀତ /jatra durga mandira
ମୁଁ କାହାଣୀ ରାଇଜ ରାଣୀ ନାଟକର କିଛି ଦୃଶ୍ୟ/ jatra durgamandira
Jatra melody /ଯାତ୍ରା ମେଲୋଡ଼ି ସିଙ୍ଗର ଅନୁ /jatra durgamandira
ଆମେ ଚାଲିଲୁ, ଚିଚିଣ୍ଡା ବରଗଡ଼ ଠାରୁ ମାଲକାନଗିରି MV-O7/jatra durgamandira
ଯାତ୍ରା ଦୁର୍ଗାମନ୍ଦିର ରୋଷେଇ ଶାଳ 🥰🥰
ବରଗଡ଼ କଂସ ମହାରାଜ କୁ ଦେଖି ବାକୁ ଗଲୁ 🤔🤔
ମୁଁ ଅନାଥ ତୁ ଜଗନ୍ନାଥ /jatradurgamandira #jatra #jatrataitelsong
ଘରୁ ଆସିଲି କ୍ୟାମ୍ପ କୁ? ଆମେ ଚାଲିଲୁ ବିଂଝାରପୁର ଯାଜପୁର ଠାରୁ ଚିଚିଣ୍ଡା ବରଗଡ଼ /jatra durgamandira
ଘରେ ହେଲା ଧାନବେଙ୍ଗଳା ଦେଶୀ ଚିକେକ ସହିତ ସୋରିଷ ଶାଗ ମୋପାଇଁ #golapavlogs
ଯାତ୍ରା ଛୁଟିରେ, ମାଉସୀଘର ପିଉସୀଘର ବୁଲିବାକୁ ଗଲି କଣ କହିଲେ ସମସ୍ତେ 🥰🥰
ମାଣବସା ଗୁରୁବାର ରେ ଘରେ କଣ ହେଲା କିଏ ଆସିଲେ ଘରକୁ?
ଯାତ୍ରା ଛୁଟିରେ ଘରକୁ ଆସିଲି, ଦେଖନ୍ତୁ କଣ ହେଲା ଘରେ #golapavlogs
ଯାତ୍ରା ଦୁର୍ଗାମନ୍ଦିର, ଶେଷ ମେଳା ରେ ହେଲା ଫୁଲ୍ଲ ମସ୍ତି କଳାକାର ନାଚିଲେ ଗାଇଲେ ଝୁମିଲେ /jatradurgamandira
Jatra melody, Rasiamaguchegela /ରସିଆ ମାଗୁଛେ ଗେଲ ସିଙ୍ଗର ଅଭୟକୁମାର, ଅନୁ /jatra durgamandira
ଆମେ ଚାଲିଲୁ,ମଣିଜଙ୍ଗା ଜଗତସିଂହପୁର ଠାରୁ ଜଗନ୍ନାଥପୁର, ବିଂଝାର ପୁର, ଯାଜପୁର /jatra durgamandira
ଯାତ୍ରା ଦୁର୍ଗା ମନ୍ଦିର ମଞ୍ଚରେ ଅଭିନୟ କଲେ ବଳିଆ sir, ଦର୍ଶକ କାନ୍ଦିଲେ 😭😭/jatra durga mandira
ଯାତ୍ରା ଦୁର୍ଗା ମନ୍ଦିର ଡ୍ୟାନ୍ସରମାନଙ୍କ ବଣଭୋଜି କିଏ କିଏ ଯୋଗ ଦେଲେ, ଫୁଲ୍ଲ ମସ୍ତି /jatra durgamandira
ଆମେ ଚାଲିଲୁ, ମଦନପୁର କେନ୍ଦୁଝର ଠାରୁ ମଣିଜଙ୍ଗା ଜଗତସିଂହପୁର /jatradurgamandira
ହ୍ୟୁମାନ ସାଗର ଙ୍କ ପାଇଁ ଶାନ୍ତି ପ୍ରାର୍ଥନା କଲେ ଯାତ୍ରା ଦୁର୍ଗାମନ୍ଦିର ପରିବାର 😭😭#hyumansagar
ଯାତ୍ରା ପ୍ରଚାର/jatrapracher /jatradurgamandira /ଯାତ୍ରାଦୁର୍ଗାମନ୍ଦିର
ଯାତ୍ରା ଦୁର୍ଗାମନ୍ଦିର ଗେଟେ ଭିଡ଼ିଓ /jatra durgamandira