Barsharani panda


ନମସ୍କାର 🙏

ମୁଁ [ଆପଣଙ୍କର ଓଡ଼ିଆ ବହୂ ବର୍ଷାରାଣୀ | ଏହି ଚ୍ୟାନେଲରେ ଆପଣମାନେ ଦେଖିପାରିବେ ମୋ ଦୈନିକ ଜୀବନର ମଜାଦାର ମୁହୂର୍ତ୍ତ, ସ୍ୱାଦିଷ୍ଟ ଖାଦ୍ୟ ଭିଡିଓ, ଓ ଭ୍ରମଣ ଅନୁଭବ। 🌸

🍴 Food Vlogs – ଓଡ଼ିଆ ଓ ଭାରତୀୟ ସ୍ୱାଦ, street food ଓ home recipes
🏡 Daily Life Vlogs – ମୋ ଦିନଟି କେମିତି କଟେ, simple & happy life moments
✈️ Travel Vlogs – Odisha ଓ ଭାରତର ସୁନ୍ଦର ସ୍ଥାନ ଅନୁଭବ

ଯଦି ଆପଣ ଭଲପାଆନ୍ତି Odia lifestyle, food & travel stories, ତେବେ ଏହି ଚ୍ୟାନେଲ ଆପଣଙ୍କ ପାଇଁ! ❤️

👉 Subscribe କରନ୍ତୁ ଓ ମୋ ସହିତ ଦିନୋ ନୁତନ ଅନୁଭବ ଅନୁଭବ କରନ୍ତୁ