Puchkin Mahi Mishra
ନମସ୍କାର 🙏 ଜୟ ଜଗନ୍ନାଥ,
ଓଡିଶାର ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କ ସହିତ ଯୋଡି ହୋଇ ରହିବା ପାଇଁ ଆମର ଏହି ଅମର ଛୋଟିଆ ପ୍ରୟାଶ.
I am Mahi Mishra, a Cine artist by profession & YouTube vlogger by passion. A homemaker and Mumma to a beautiful angel (Puchkin). So, thought of sharing my beautiful journey with you all.
in this channel, I will mostly focus on the bellow mentioned vlogs
• Women Fitness,
• Authentic Odia food recipes
• Pregnancy care
• Baby care and many more …
I do only paid Collaborations and for that, you can reach me at [email protected]
Please do subscribe and share my channel for watching the real life of an Odia.
❤️❤️❤️ PUCHKIN ❤️❤️ Mahi😍😘 #Puchkin #Mahi #Mahi Mishra #Puchkin Mahi Mishra#Love u all#My vlogs #MahiMishra143 # Puchkin143 #PuchknMahiMishra... ସବୁବଳେ ଏମିତି ଭଲ ପାଇବା ଦିଅନ୍ତୁ.. 🙏🙏
ଗୋଡ ମୋଡିବାକୁ ଡାକୁଛନ୍ତି😂Finallyଭାଉଜ ଘର ବ୍ୟବହାର ସମସ୍ତଙ୍କୁ ଦିଆହେଇଗଲା😍କି ଗାଳିଲୋ ମା ଭୁତ ପାଇଁ ଘର ଉଠିପଡୁଛି
କେତେ ସାରା ମିଠା ଆସିଛି ଭାଉଜ ଘରୁ🙏ମାଇଁ ଖୋଇଦେଉଛନ୍ତି ଭାଣିଜୀ ଆଉ ଭଣଜାଙ୍କୁ ସବୁବଳେ😂ଖାଲି ମୁଣ୍ଡିଆ ମରl ହେଉଛି ଘରେ😍
ନନା ଆଉ ଭାଉଜଙ୍କ Grand Entry କେମିତି ଲାଗିଲା🙏କି ଲାଜ ଦୁଇଜଣଙ୍କୁ😂ବହୁତ ସାରା blessingଦେବେ new coupleଙ୍କୁ🙏ଖୁସି
ଭାଉଜ ଆଉ ନନାକୁ ମୋ ତରଫରୁ ଛୋଟିଆ gift🥰କେତେ କଣ ସବୁ ମିଳିଲା ବନ୍ଦନରେ ଦୁଇଜଣଙ୍କୁ😍କେମିତି ଲାଗିଲା କହିବେ😍କି ଖୁସି 😂
ଭାଉଜ ପକେଇଲେ ପିଣ୍ଡ ଆମ ଘରେ🙏କଉଡ଼ି ଖେଳ କିଏ ଜିତିଲା ଏଥର😂ମା କୋଳରେ ପୁଅ ବୋହୁ ବସିଲେ🥰ଆଜି ଆମ ଘର ପୁରା ଉଠୁଛି ପଡୁଛି
Reception ଭୋଜି ପାଇଁ ପ୍ରସ୍ତୁତି🙏ଶାଢ଼ୀ କିଣି ଚାଲିଲୁ😈ନୂଆ ଭାଉଜ ସହ busy,ମା ତା ବାହାଘର କଥା କହୁଛି ହସିକି ଗାଡିଲୁ
ପ୍ରଥମ ଦିନ ଆମ ଘରେ କେମିତି କଟିଲା😂ତିନି ଯା ଏକାଠି ମେହେନ୍ଦି ଲଗା ଚାଲିଛି😍ହସି ହସି ପେଟ ବଥା ଏମିତି ଉତ୍ପାତ ଚାଲିଛି😂
ଅପେକ୍ଷାର ଶେଷ ନନା ବାହାଘର ସରିଲା🙏କଉଡ଼ି ଖେଳ କିଏ ଜିତିଲା ଜ୍ୟୋଇଁ ବନ୍ଦାପନା ସରିଲା😂ବିଦାୟ ନେଇ ଆମ ଘରକୁ ଆସିଲେଭାଉଜ
ମାଆକୁ ଆଞ୍ଜୁଳି ଦେଇ ନନା ବାହାରିଲା😔କନିଆ ଘର ଦାଣ୍ଡରେ ଧୂଳି ଉଡିଲା😂ଯିବା ବେଳେ ଆଖିରେ ଲୁହ ସମସ୍ତଙ୍କର😍ମନ ଇଚ୍ଛା ନାଚ
ଭାଉଜ ପାଇଁ ରାଣୀ ହାର କେମିତି ହେଇଛି🙏ଆଈ ସଜ କରିଛି ନନାକୁ କୋଇଲିଗୁଡ ଗାଧୁଆରେ😂ନୂଆ ବୋହୁ ବିଷୟରେ କେତେ କଥା ଆଲୋଚନା😂
ନନାର ଦିଅଁ ମଙ୍ଗୁଳା ଆଉ ମେହେନ୍ଦିରେ କି ନାଚ ବାପରେ🙏ସମସ୍ତେ ମିଶି ନନାକୁ ଠାକୁରାଣୀଙ୍କ ପାଣିରେ ଗାଧେଇଲେ🥰କି ଖୁସି 😂
ମେହେନ୍ଦି ରେ କି ଦୁଇ ଜଣଂକର dance ବାପରେ 😂Full video ଭାଣିଜୀ ଙ୍କ ନାଚ ମାମୁଁ ମେହେନ୍ଦି ରେ😂କହିବେ comment ରେ 🙏
Nanaକୁ ହଳଦୀ ଲଗେଇଲେ ସମସ୍ତେ😍ଆଜି ମୋର getup ଏମିତି😂ବର ଧାରା ଆସି ପହଁଚିଲେ🙏ଭାଇ ଭଉଣୀଙ୍କ ଚା ସାଙ୍ଗେ ଖଟି ହେଲା😘
Nanaକୁ ହଳଦୀ ଲଗେଇଲେ🙏ଆମେ ସବୁ ହଳଦୀ ହେଇ ଗଲୁ😍 କାନ୍ଥରେ ନା ଲେଖା ହେଲେ ନୂଆ ଭାଉଜଙ୍କର🙏ଘରେ ପହଁଚିଲା ପରେ😂ଏକାଠି ସବୁ
ବାହାଘର ପାଇଁ Nanaର shopping ହେଇଗଲା,ଭାଇ ଭଉଣୀ ମିଶି ପୁରା ଖଟି ଚାଲିଛି ଆମର😂ଆଜି ପୁଣି ଶାଢ଼ୀ ଆଉ ବଉଳ ପାଟ କିଣା😍
ଏତେ ଅପେକ୍ଷା ପରେ ବାହାଘର ପାଇଁ ବର ଆସି ପହଁଚିଲା😘ଦିଦି ବନେଇଛି କେତେ ସୁନ୍ଦର 😘କେତେ ସାରା ଜିନଷ ଛୁଆ ମାନେ କି ଖୁସି🥰
ବାହାଘର ପାଇଁ ଶାଢ଼ୀ ଖୋଜା start,କେମିତି ହଜିଗଲା ଜାଣିପାରୁନି😔Puchkinର new ଦୋକାନ 😂ଇଚ୍ଛା ହେଇଛି ମାନେ ଖାଇବି ମୁଁ😘
କେତେ କାମ ସରୁନି ଆମର,ଶାଢ଼ୀ ସବୁ କାହା ପାଇଁ name ଲେଖି pack କରି ଆସିଲୁ🥰ମା ହାତର ସବୁ ଖାଇବା ପୁରା ଟେଷ୍ଟି 😍ଚାଲିଲୁ
Tushhar ଙ୍କୁ ଦେଖି ଭାବିନଥିଲୁ ଆମେ ଘରେ ଯାଇ ପହଁଚିବୁ ଏମିତି😔ସନ୍ଧ୍ୟାରୁ ରାତି 2ଟା ବାଜିଗଲା🙏ଏତେଦିନ ପରେ ଘାଣ୍ଟ 🥰
ଘରେ ସମସ୍ତଙ୍କ ପାଇଁ ଶାଢ଼ୀ କିଣା ହେଇଗଲା😍ପସନ୍ଦ ନହଲେ କଣ ହବ🤯କେତେ ସାରା gift ମିଳିଛି କି ଖୁସି😂ସବୁ ମୁଁ ପିନ୍ଧିବି🤭
ରଶ୍ମି ଆଉ ମୁଁ ଚାଲିଲୁ ଗାଁ କୁ🥰ଘରେbirthday celebration,କି କଥା ଆମର 😂niky ପାଇଁ gift🥰3ଜଣ bikeରେ ଚାଲିଲେ ବୁଲି
ଆମେ ଚାଲିଲୁ ବୁଲି🙏Puchkinର କିଛି କଥା ଆପଣମାନଙ୍କ ପାଇଁ🙏ଇଟିଲି ୱାଲୀ ଦିଦିରୁ ଖାଇ ମନ ଖୁସି😘ସରିଲା ଆମର celebration
ମା ଛାଣି ଦଲେ ଗରମ ବରା😍Puchkinର birthday celebration ସଖାଳୁ ହେଇଗଲା🎂ଭାଉଜ ଆଉ ମୁଁ ପେଟେ ପଖାଳ ଖାଇଲୁ କି ଶାନ୍ତି
ପ୍ରଥମାଷ୍ଟମୀ ଭାର ଆସିଲା😍ମୁଁ ପ୍ରଥମ ଥର ଏଣ୍ଡୁରି ପିଠା କଲି😘Puchkin ଆଉ Tussharଙ୍କୁ ପୂଜା କଲି😂ମୋ ଶାଢ଼ୀ କେମିତି?
ଆମର ବାହାଘର ଶାଢ଼ୀ କିଣା ଆଜିଠୁ ଆରମ୍ଭ ହେଲା😍ମା ପଠେଇଛି ଛେନା ଛାଣିକି😘ମୋ ମନ ଦୁଃଖ ପୁରା video ସବୁ ଖରପ ହେଇଯାଇଛି,
ଦୟା ନଦୀରେ ଡ଼ଙ୍ଗା ଭାଷା ଏଥର 🙏ଆମ ପାଇଁ ନୂଆ ଥିଲା🙏ଆପଣମାନଙ୍କ କିଛି ପ୍ରଶ୍ନର ଉତ୍ତର🥰ଛୁଆଙ୍କର ଖୁସି ପାଣିରେ ଖେଳିବେ🥰
ଆମ ଭାଉଜଙ୍କ ସାଙ୍ଗେ ଆଜି ପୁରା ଦିନ ଏମିତି ଥିଲl,ଶାଢ଼ୀ shopping🥰ସଖାଳୁ ଏମିତି ଖାଇବା😂ପଠା ପଢା ଚାଲିଛି Puchkinର ❤️
ଏତେ ଦିନ ପରେ ଆଜି ଭୋଜିଟେ ହେଲା👌ସଖାଳୁ ସିଙ୍ଗଡ଼ା ମୋ ପାଇଁ😂କଣ item ସବୁ କଲେ Tushhar 😘Tiffin pack ଦେଖି ମନ ଦୁଃଖ🤭
କଂସାର ପୁରା set ପ୍ରଥମ ଥର ଘରକୁ ଆସିଲା😍ଟେଣ୍ଟ house ମଗେଇଛନ୍ତି Tushhar କେମିତି ହେଇଛି😍ମୋ ମନ ବହୁତ ଦୁଃଖ ଆଜି 😔
ସଖାଳୁ ବୋଇତ ପୂଜା ହେଲା🙏Puchkin 10ଟଙ୍କା ନେଇ ମନ୍ଦିର ଯିବ😂birthday celebration vlog ବହୁତ ଦିନ ପରେ🎂🥳କି ଖୁସି