UKS Tv
ଉତ୍କଳୀୟ କଳା ସଂସ୍କୃତି TV
🎥 ଓଡିଶାର କଳା, ସଂସ୍କୃତି ଓ ଧାର୍ମିକ ଐତିହ୍ୟର ସ୍ୱର
UKS Tv ରେ ଆପଣ ପାଇବେ ସାହିତ୍ୟିକ ଓ ଧାର୍ମିକ ପାଳା, ଆତ୍ମନ୍ନିବେଶୀ ପ୍ରବଚନ, ଓ ଓଡିଶାର ପ୍ରାଚୀନ ଲୋକସଂସ୍କୃତିର ଏକ ସତ୍ୟ ଚିତ୍ରଣ। ଏହି ଚ୍ୟାନେଲ୍ ଓଡ଼ିଆ ସଂସ୍କୃତିକୁ ଗୌରବ ଓ ଗଭୀରତା ସହ ବିଶ୍ୱରେ ପ୍ରଚାର କରିବାକୁ ପ୍ରତିବଦ୍ଧ।
📌 ପାଳା, ପ୍ରବଚନ କିମ୍ବା ଯେକୌଣସି ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବୁକିଂ ପାଇଁ ସଂପର୍କ କରନ୍ତୁ:
📱 +91- 9238601659
+91- 8328954102
Contact-
Youtube :https://www.youtube.com/channel/c/UKSTv
Facebook :https://www.facebook.com/utkaliyakala.sanskruti
ଶ୍ରୀମଦ୍ ଭଗବତଗୀତା ଗାୟନ୍, ଶ୍ରୀ ସଚ୍ଚିଦାନନ୍ଦ ଦାଶ
ଅଖଣ୍ଡ ପୁରୀ ଜିଲ୍ଲା ବାର୍ଷିକ ପାଲା ସମ୍ମିଳନୀ ର ଝଲକ୍, କପିଳପ୍ରସାଦ,ଭୁବନେଶ୍ୱର
ବିତଳ କୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ ( ଭଞ୍ଜ ସଙ୍ଗୀତ)
ତୁମେ ମୋତେ ଗଢିଛ ମୁଁ ତୁମ ମୂର୍ତ୍ତୀ ଗଢ଼ି ବଜାର ରେ ବିକ୍ରି କରୁଛି ##
21 November 2025
ଓଡିଆ ପାଲା ଆଖଡ଼ା ଦୁଇ ଗାୟକ ଓ ଦୁଇ ଦଳ, ବାଦ୍ୟ, ସଂଗୀତ ସହ ଖୋଲା କଥା
ବରିଷ୍ଠ ବିଶିଷ୍ଠ ପାଲା ଗାୟକ ମାନଙ୍କ ପରିବେଷଣ ଶୈଳୀ କହିଲେ ଗାୟକ ପ୍ରବୀର ସନାତନ ଦାଶ
ନୃସିଂହ ହୋତା ଙ୍କ ନିଛକ ଅଭିନୟ ନକଲ୍ କରିଛନ୍ତି ପାଲା ସଙ୍ଗୀତ ଧ୍ରୁବ ##UKStv
ଓଡ଼ିଆ ପାଲା ତାରକା ମାନଙ୍କ ଅଭୁଲା ଅତୀତ ସାକ୍ଷାତ କିଛି କିଛି ##UKStv
ପାଲା ଗାୟକ ତାରକା ମାନଙ୍କ ଏକତ୍ର ମଙ୍ଗଳାଚରଣ ପାଠ ##UKStv
ନୃସିଂହ ହୋତା କହିଲେ ସେ କିପରି ପାଲା କୁ ବ୍ରତ ଓ ବୃତ୍ତି କଲେ ##UKStv
ଗାୟକ ଯୁବସମ୍ରାଟ ଶ୍ରୀ ନୃସିଂହ ହୋତା ଙ୍କ ଜୀବନୀ ଓ ସାକ୍ଷାତକାର##UKStv
ପାଲା ପ୍ରକୃତରେ ବୈଷ୍ଣବ କଳା, ଶ୍ରୀ ନୃସିଂହ ହୋତା ଓ ସଚ୍ଚି ଦାଶ #UKStv
29 October 2025
ନାତୁଣୀ ପ୍ରେମ ରେ ଅଜା ଗର୍ଭବାସ, ଛ ପୁତ୍ର ଜନ୍ମ ##UKStv
ନିକୋଜ ବ୍ୟକ୍ତି ଙ୍କ ସନ୍ଧାନ ମିଳିଲା
ଅସଲ ରାବଣ ଓ ନକଲି ରାବଣ, ସଚ୍ଚି ଦାଶ #UKStv
ଜନମ ମରଣ ବରଷା, ନ କହି ପାରନ୍ତି ପୁରୁଷ
ରାବଣ ରହସ୍ୟ ଖୋଲିଲା ସୀତା ଚୋରି ର କାରଣ ସମୀକ୍ଷା #UKStv
କମନୀୟ କମଳ ଆଖି , କମଳାକାନ୍ତଙ୍କୁ କୁଣ୍ଢା ରେ ସଖୀ, ନୂତନ ରଚନା ##UKStv
ହରି ନାମ ଓ ତୀର୍ଥ ଦର୍ଶନ, ଶ୍ରୀ ସଚ୍ଚିଦାନନ୍ଦ ଦାଶ ##UKStv
ସଚ୍ଚି ଦାଶ ଙ୍କ ବେଦ ପାଠ ଓ ପୂଜା, ଶ୍ରୀ ଗତେଶ୍ୱର୍ ମହଦେବ, ତୁଣ୍ଡା ##UKStv
କଣା ଦେଢ଼ଶୁର, ବୁଢ଼ା ଶଶୁର, ଗାଁ ମଳାଶୁର ଙ୍କୁ ସଙ୍କୋଚ ନାହିଁ ##UKStv
ପବିତ୍ର ଦୀପାବଳୀ ର ଉପହାର ଅନନ୍ୟ ନୀତି ବାଣୀ, ସଚ୍ଚି ଦାଶ ##UKStv
ହୃଦୟତୀର୍ଥ କୁ ଯାତ୍ରା ଆପଣମାନେ କରିଛନ୍ତି କି???##UKStv
ଆଜି ର ପାଲା ଆଖଡ଼ା, ସଙ୍ଗୀତ ସାଧନା ##UKStv
ପ୍ରଭାତ ପ୍ରାର୍ଥନା, ଶ୍ରୀ ସଚ୍ଚିଦାନନ୍ଦ ଦାଶ ##UKStv
ସନାତନ ଧର୍ମ ଓ ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ## UKStv
14 October 2025