Mamilata Patra

ମୁଁ ମାମିଲତା ଜେନା ।ମୁଁ ବ୍ଲଗ ଚାନେଲ ନୁଆରେ ଖୋଲିଛି ମାମିଲତା ପାତ୍ର ନାରେ ।ମୁଁ ସେଥିରେ ଡେଲି ମୁଁ କଣ କରୁଛି ଆପଣ ମାନଙ୍କୁ ସେଆର କରିବି।ଆପଣମାନେ ମତେ ସପୋଟ କରିବେ ।ଆଉଗୋଟିଏ କଥା ସିଲେଇ ସିଖିଛି ।ସିଲେଇ କରିକି ଦେଖିବି। ଆପଣ ମାନେ ମୋତେ ସବସ୍କ୍ରାଇବ କରନ୍ତୁ।