PJ KIRTAN

🙏 Jay Shree Radhe 🙏

" PJ KIRTAN " ଆପଣଙ୍କ ମନୋରଞ୍ଜନ ପାଇଁ ଚ୍ୟାନେଲ ଅଟେ, ଆମ ସଂକୃତି ଓ ଲୋକକଳା ସଂକୀର୍ତନ, କୀର୍ତ୍ତନ, ପାରାୟଣ, ଭଜନ, ତଥା ଲୁକି ଯାଉଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଚ୍ୟାନେଲ ର ଉଦ୍ଦେଶ୍ୟ |
ଏହି ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଆମ ଚ୍ୟାନେଲ କୁ Subscribe କରି ସହାଯ୍ୟ କରନ୍ତୁ | 🙏🙏🙏