dbishnu vlogs
ଜୟ ଜଗନ୍ନାଥ 🙏
ଆପଣମାନଙ୍କୁ ମୁଁ ମୋ ଚ୍ୟାନେଲକୁ ସ୍ବାଗତ କରୁଛି 🥰
ମୋ ଚ୍ୟାନେଲ ର ନାମ ଡିବିଷ୍ଣୁ ବ୍ଲଗ୍ସ , ମୋ ଘର ବାଲେଶ୍ୱର ଜିଲ୍ଲା ରେ , ମୁଁ ମୋ ଭିଡିଓ ମାଧ୍ୟମ ରେ ଗାଁ ଲୋକମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ
ବିଷୟରେ ଆପଣ ମାନଙ୍କୁ ଭେଟି ଦେବା ପାଇଁ ଚେଷ୍ଟାକରେ 😍💓 ଓ ମୋର ଫେମିଲି ବ୍ଲୋଗ ଡେଲି ଲାଇଫଷ୍ଟିଲ୍ ବ୍ଲଗ ଭିଲେଜ୍ ଲାଇଫଷ୍ଟାଇଲ , ଟ୍ରାଭେଲିଙ୍ଗ, 🙏🌹
ଆପଣମାନେ ମୋ ଭିଡ଼ିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ 🙏
ଏବେ ଆପଣମାନଙ୍କ ସମର୍ଥନ ( support) ମତେ ବେଶି ଆବଶ୍ୟକ , ଯାହାଦ୍ଵାରା କି ମୁଁ ଗାଉଁଲି ସଂସ୍କୃତିକୁ ପୁରା ଓଡ଼ିଶା ରେ ବିସ୍ତାର କରିପାରିବି 💓
ଯଦି ଆପଣ ମୋ ଭିଡ଼ିଓକୁ ଦେଖୁଛନ୍ତି ତାହାଲେ ଭିଡ଼ିଓ କୁ like, comment , share କରି ଚ୍ୟାନେଲ କୁ subscribe କରିଦିଅନ୍ତୁ 🙏 ଆଶା କରୁଛି
ମୋ ଭିଡ଼ିଓ ଆପଣମାନଙ୍କ ର ମନ କୁ ଛୁଇଁବ 💓🌹
ରହିଲି ଜୟ ଜଗନ୍ନାଥ 🙏