AB plus farming odisha

ବନ୍ଦେ ଉତ୍କଳ ଜନନୀ ' ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ଭକ୍ତିପୁକ୍ତ ପ୍ରଣାମ ' ମୋ ଦ୍ଵାରା ସୃଷ୍ଟି ହୋଇଥିବା ଚ୍ୟାନେଲରେ କୃଷି ଓ କୃଷକ ମାନଙ୍କର ଉନ୍ନତି କ୍ଷେତ୍ରରେ ସହାୟ ହେଉ ଏହା ହିଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, କଥାରେ ଅଛି ଚାଷ କାମ ଯାହାର, କେଡେ ସୁଖ ତାହାର, ସେଇ ସିନା ଯୋଗାଉଛି ଦୁନିଆଁ କୁ ଆହାର " ସେହି ପରିପ୍ରେକ୍ଷୀରେ ଓଡ଼ିଶାର ୮୦ଭାଗ ଲୋକ କୃଷି କ୍ଷେତ୍ରରେ ସଂଶ୍ଳିଷ୍ଟ ଅଟନ୍ତି ' କିନ୍ତୁ ଯଦି ଦେଖାଯାଏ ଏମାନଙ୍କ ମଧ୍ୟରୁ ବହୁ କମ୍ ଲୋକ ଆଧୁନିକ ଭାବେ ସମସ୍ତ ତଥ୍ୟ ଜାଣି ଚାଷ କରୁଅଛନ୍ତି ' ଯେଉଁ ମାନେ ଆଧୁନିକ ପ୍ରଣାଳୀ ରେ ଚାଷ ନକରି ପାରମ୍ପରିକ ଭାବେ ଚାଷ କରୁଛନ୍ତି ସେମାନେ ଅନେକ କ୍ଷତି ସହୁଛନ୍ତି , ମୋର ଏହି ଚ୍ୟାନେଲରଉଦ୍ଦେଶ୍ଯ ପାରମ୍ପରିକ କୃଷି ସହିତ, ଆଧୁନିକ ପ୍ରଣାଳୀ, ଜନ୍ତ୍ରପାତି ର ସାହାର୍ଯ୍ୟ ଓ ସରକାରୀ ସାହାର୍ଯ୍ୟ ସହଯୋଗ କୁ ଭିତ୍ତିକରି ଉନ୍ନତ କୃଷି କରିବା ଓ ସେଥିରୁ ଦୁଇ ପଇସା ଲାଭବାନ ହେବା ' ଏହି ସମର୍ପଣ ଭାବ ନେଇ କୃଷି ଓ କୃଷକ ମାନଙ୍କର ଉନ୍ନତି କରିବା ଉଦ୍ଦେଶ୍ୟରେ ଦୂର ଦୂରାନ୍ତ କୁ ଯାଇ ଆପଣମାନଙ୍କୁ ଭେଟି ଦେଉଅଛି ଉନ୍ନତ ପଦ୍ଧତି ର କୃଷିକ୍ଷେତ୍ର ଓ ଅଭିଜ୍ଞ କୃଷକ ମାନଙ୍କର ତଥ୍ୟଭିତ୍ତିକ ଉପସ୍ଥାପନା । ଆପଣମାନଙ୍କୁ ମୋର ଅନୁରୋଧ ମୋ ଚ୍ୟାନାଲକୁ ଅଧିକ ମାତ୍ରାରେ like 👍, ସେୟାର୍ , ଓ Subscrib କରିବା ହୁଅନ୍ତୁ ' 🙏 ଜୟ ଜଗନ୍ନାଥ ।