Princy Titan
Ek hi toh life hai ,jiyo aur jine do
ବାପା କାଲି ଯିବେ ବୋଲି ଟିକେ ବୁଲିବାକୁ ଗଲୁ ‼️ମୋ ମା ହାତ ରନ୍ଧା chicken ମୋର ସବୁଠୁ ପସନ୍ଦ #princytitan
Baby କୁ ଦେଖିବାକୁ ମଉସା ମାଉସୀ ଆସିଲେ 😁😁 ‼️ ପ୍ରଥମ ଥର ଏତିକି ଅଳପ ସମୟ ସାଙ୍ଗରେ ରହିଲୁ😭
Special ଲୋକ କିଏ ଘରକୁ ଆସିବ ଯାହା ପାଇଁ ଲେଙ୍କା ବାବୁ ଶାଢ଼ୀ ପସନ୍ଦ କରୁଛନ୍ତି🤔😁 #princytitan #couplvlog
6th week Sonography 😭‼️ ଆଜି ପ୍ରଥମ ଥର baby ର heartbeat ଶୁଣିଲୁ ‼️ଲେଙ୍କା ବାବୁଙ୍କ ଏଟା 2nd baby 🐥
Finally ଆଜି princy ଜନ୍ମ ଦିନରେ Good News ଦେଲୁ 🥰🥰 ‼️ ଗାଁ ରୁ ଘର ଲୋକ ଆସି ପହଞ୍ଚିଲେ
ରାତିରେ ହଠାତ୍ dress ଆଣିବାକୁ ବାହାରିଲୁ || ଲେଙ୍କା ବାବୁ କହିଲେ ପ୍ରଥମ ଲଙ୍କା ମା କୁ ଭୋଗ ଲାଗିବ 🤔 #princytitan
ଲେଙ୍କା ବାବୁ ଦୀପାବଳୀ ରେ ଘର ସଜାଇଲେ || ଗାଁ ରୁ ମୋ ପାଇଁ ଜିନିଷ ଆସିଲା Good News 🤔?
Princy କହିଲେ daily vlog ଆଉ କଣ ପାଇଁ ଆସୁନି ‼️ ଆମେ କଣ ଆଉ vlog କରିବୁନି ???
Munni ko दस्त hai 🥴‼️princy କୁ ଘରେ Rest ମିଳୁନି ??🤔 #princytitan
Princy ର ନର୍ସରୀ ରେ admission କରିଦେବି 😒 ଆଜି ପୁଣି plantation ହେଲା ‼️ରୋଷେଇ କାମ ରେ ବହୁତ୍ ତତ୍ପର
Vegetarian ଲେଙ୍କା ବାବୁ @PRINCESS_HANDISALA ରେ ବନେଇଲେ ମାଛ || ଲେଙ୍କା ବାବୁ ଗୋଟେ Distracted Genius ??🤔
Princess handisala ରେ ଆଜି ରଙ୍ଗ ଲାଗିଲା 😁Mirror ଦେଖି ଦେଖି princy ରୋଷେଇ କରେ 😂kitchen ରେ makeup product?
Princess କହି କହି ସବୁ କାମ କରାଉଛନ୍ତି 😏ହଠାତ୍ ବାହାରିଲୁ ବଡ଼ ନଣନ୍ଦଙ୍କ ଘରକୁ #princytitan
Princy ଘରୁ ସାବିତ୍ରୀ ଭାର ଆସିଚି କି ଆଉ ?? ପିଠା କରି ଆସୁନି ତାକୁ #princytitan #dailyvlog
ବହୁତ୍ ଶୀଘ୍ର ଲେଙ୍କା ଘର ଲଙ୍କା ଫଳିବ😁 || ଗଛ ମାନେ Taller Stronger Sharper ହେବେ ବୋଲି Horlicks ପ୍ରସ୍ତୁତ 😁
ସତରେ କଣ ଆମ ନୂଆଁ ଦୋକାନ ??😄 ଆଜି ମାଛ କୁ ଟିକେ ଅଲଗା ପ୍ରକାରେ ବନେଇଲି | ସବୁଠୁ cutest pizza 😋#princytitan
ଶ୍ରମିକ ଦିବସରେ ଲେଙ୍କା ବାବୁଙ୍କୁ ଶ୍ରମିକ ବନେଇଲି😄ମୋ ନା ଜଳଦେବୀ || ଏତେ ଦିନ ପରେ ଆଜି dining table ସଜାଡ଼ିଲି
ସ୍ୱାମୀକୁ ହାତ ରେ ଖୁଆଇ ହାତରେ ରଖି ହୁଏ😂 ପ୍ରଥମ ଥର କଖାରୁ ଡ଼ଙ୍କ ରାନ୍ଧିଲି || ଲେଙ୍କା ଘର ବୋହୂ ଭଲ ରୋଷେଇ କରେ 😄
ବଡବାପା ତୃତୀୟା କଣ😂 କଉ plant ଚୋରି କରିବା କଥା ?ଗୁରୁବାର ଦିନ ସକାଳୁ ସକାଳୁ ପଇସା ମିଳିଲା 😁 ସବୁଜ ଦୃଶ୍ୟ ଆଖିକୁ ଭଲ
କଣ କିଣିବାକୁ ଆମେ ଗଲୁ?? କିଛିଟା ଛୋଟ ଛୋଟ କଥା କୁ ଧ୍ୟାନ ଦେଲେ ପରେ ହଇରାଣ ହେବାକୁ ପଡ଼ିବନି #princytitan
Sunday vlog। ଝଗଡ଼ା ହେଲେ କାମ ଶୀଘ୍ର ହଉଚି ।ଜୀବନରେ ବହୁତ୍ ଦୁଃଖ😂Sunday vlog
Feeling Saddened,Upset,Frustrated 🥴 Like, share,subscribe ପଛେ ନ କରନ୍ତୁ....ସମସ୍ତେ ସୁରକ୍ଷିତ ଥାଆନ୍ତୁ🙏🏻
ସାକ୍ଷୀଗୋପାଳ ଗାଁ ବହୁତ୍ ସବୁଜ ଆଉ ସୁନ୍ଦର | ମିନୁ ଘରୁ ଭାର ମିଳିଲା😁 | ଆଖି ବୁଲେଇଲେ ଖାଲି ଚାରିଆଡ଼େ ଆମ୍ବ
ଏତେ ସୁନ୍ଦର ଗାଁ ଆଗରୁ କେବେ ଦେଖିନି🙆🏻 2025 ର commitment ମନେ ଅଛି?? | ସମ୍ପର୍କକୁ କେହି ଗୁରୁତ୍ଵ ଦେଉନାହାନ୍ତି 😭
ଶ୍ଵଶୁର ବଢ଼େଇ ଜ୍ବାଇଁ ମିସ୍ତ୍ରୀ 😄 | ସବୁଦିନ ଏମିତି କଟନ୍ତାନି ନା ☺️| କୁଆଡେ ଯିବା ପାଇଁ ଏତେ excitement ?? 👫
ବିଦାୟ ସବୁବେଳେ କଷ୍ଟ ଦିଏ 😭😭😭 | ଘର ଲୋକ ଆଜି ସକାଳୁ ଗଲେ | Princy ର କି କାନ୍ଦ 🙆🏻
ଘର ଲୋକଙ୍କ ସହିତ ଆଜି ମଜା ଆସିଗଲା | ବାପା କାହା ବାଡ଼ିରୁ ଆମ୍ବ ତୋଳୁଛନ୍ତି 😱 | ସମସ୍ତଙ୍କର ଅଲଗା ଅଲଗା ଯୋଜନା😁
ମୋ ବାପାଙ୍କ ପାଖରେ ସବୁ କାମ ସମ୍ଭବ 😁| ମୋ ଭଳିଆ ଆଉ କାହାର ଏମିତି ହୁଏ😒 | ଖୁସି ଆସ୍ତେ ଆସ୍ତେ ମନ ଦୁଃଖ ରେ ବଦଳୁଛି 😭
କାହାର କଣ ପସନ୍ଦ ହେଲା ?? | ପରିବାର ସହିତ ମିଶିକି ଗଲୁ Market Building | ବାପାଙ୍କ କଥା emotional କରିଦେଲା😭😭
ପ୍ରଥମ ଥର ବାପା ମା ଙ୍କୁ ନନ୍ଦନକାନନ ବୁଲେଇଲୁ || ଚାରିଆଡ଼େ ଖୁସି ର ଢେ଼ଉ || Fun Family outing..princytitan