KATYAYANI_ODIA

କୃଷି କ୍ଷେତ୍ରରେ ପୋକ, ଫସଳ ରୋଗ ଓ ପାଗାର ପ୍ରଭାବ ମୁକାବିଲା କରିବା କୃଷକମାନେ ପାଇଁ ସବୁବେଳେ ଏକ ବଡ଼ ସମସ୍ୟା ରହିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି, କାତ୍ୟାୟନୀ ଓର୍ଗାନିକ୍ସ ୧୦୦% ଅସଲି ଉତ୍ପାଦ ତିଆରି କରିଛି, ଯାହା ଦ୍ୱାରା କୃଷକମାନେ ଉଚ୍ଚ ଗୁଣଗତା ଥିବା କୃଷି ଉତ୍ପାଦ ସଠିକ ଦାମରେ ପାଇପାରିବେ। ଆମର ଲକ୍ଷ୍ୟ କେବଳ ଉତ୍ପାଦ ବିକ୍ରି କରିବା ନୁହେଁ, ବରଂ କୃଷକଙ୍କ ଶ୍ରମକୁ ସଫଳତାରେ ପରିଣତ କରିବା ଚେଷ୍ଟା ଅଟୁଟ ରହିଛି। ଆମେ ଉଚ୍ଚ ଗୁଣବତ୍ତା ଥିବା ଉର୍ବରକ, କୀଟନାଶକ, ରୋଗ ନିବାରକ ଓ ଅନ୍ୟାନ୍ୟ କୃଷି ଉତ୍ପାଦ ଉଚିତ ଦାମରେ ଦେଉଛୁ, ଯାହା ଦ୍ୱାରା କୃଷକମାନେ ତାଙ୍କ ଫସଳର ସୁରକ୍ଷା ଓ ଉତ୍ପାଦନ କ୍ଷମତା ବଢ଼ାଇପାରିବେ। ଆଜି ୧୦ ଲକ୍ଷରୁ ଅଧିକ କୃଷକ କାତ୍ୟାୟନୀ ଉପରେ ଆସ୍ଥା ରଖନ୍ତି।ଏବେ ଆମ ଓଡ଼ିଆ କୃଷକ ଭାଇଙ୍କ ପାଇଁ ଆମେ ଆମର ନୂତନ YouTube ଚ୍ୟାନେଲ୍ "କାତ୍ୟାୟନୀ ଓଡ଼ିଆ " ଆରମ୍ଭ କରିଛୁ। ଏହି ଚ୍ୟାନେଲ୍ ମାଧ୍ୟମରେ ବିଭିନ୍ନ ଫସଳ ରୋଗ, ପୋକ ଓ ସେଗୁଡ଼ିକର ସଠିକ ସମାଧାନ ସହଜ ଭାଷାରେ କୃଷକ ମାନେ ଭୁଝି ପାରିବେ। ଏହି ଚ୍ୟାନେଲ୍ ଆପଣଙ୍କୁ ଫସଳ ସମସ୍ୟା ଚିହ୍ନଟ କରିବା ଓ ସମାଧାନ ଦେଇ ଉତ୍ପାଦନ ବଢ଼ାଇବାରେ ସାହାଯ୍ୟ କରିବ।
ଆଜିହି କାତ୍ୟାୟନୀ ଓଡ଼ିଆ YouTube ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଓ ଆପଣଙ୍କ ଚାଷକୁ ସହଜ କରିବା ପାଇଁ ନୂତନ ତଥ୍ୟ ଅନୁସନ୍ଧାନ କରନ୍ତୁ।