ODIA TEACHING Tutorial Shree

ଆଜିର ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ସମ୍ପର୍କରେ ଅବଗତ କରାଇବା ପାଇଁ ଏହି ମୋର channel ରେ ଅଷ୍ଟମ ରୁ ଦଶମ ପର୍ଯ୍ୟନ୍ତ ଓଡ଼ିଆ ଭାଷା , ଓଡ଼ିଆ ବ୍ୟାକରଣ , ଇତିହାସ ବିଷୟ ରେ ପଢାଯିବ ... .. ବନ୍ଦେ ଉତ୍କଳ ଜନନୀ.... 🙏 🙏 🙏 🙏