ଭାଗବତ ପ୍ରେମୀ

🙏ଜୟ ଜଗନ୍ନାଥ🙏
ଦର୍ଶକ ବନ୍ଧୁ ଆମ ଏହି ଚେନାଲ ମାଧ୍ୟମରେ ଶ୍ରୀ ରାମ ଚରିତ ମାନସ,ଭାଗବତ, ଜଗନ୍ନାଥ ଙ୍କ ଆଳତି ରିତି ନିତି ଏବଂ ଅନ୍ୟାନ୍ୟ ପୁରାଣ ପଠନ ର ଭିଡିଓ ଗୁଡ଼ିକ ଅପଲୋଡ କରୁ
ଶ୍ରୀ ରାଧା କୃଷ୍ଣ ଙ୍କ ପ୍ରେମ ରସ ଭିଡିଓ ମଧ୍ୟ ପାଇବେ
ଆପଣ ମାନେ ଭିଡ଼ିଓ ଗୁଡ଼ିକ ଦେଖନ୍ତୁ ଏବଂ
ପ୍ରଭୁ କୃପା ଲାଭ କରନ୍ତୁ

ଭାଗବତ ପ୍ରେମୀ
ଗୈନ୍ତିଆ ପଡ଼ା, ବେଲଖଣ୍ଡି