Amit Khadia
ସବ୍ କୁ ମୋର ଜୁହାର 🙏 ଇ ମୋର୍ YouTube channel ରେ ଖାଲି ଭିଡିଓ upload ନି ହୁଏ ଇଥିରେ ମୋର୍ life ର best memory ମାନ୍ କେ store କରି କିନା ରଖ୍ ବା କେ ଚାହୁଛେ !! Filhal ତୋ ମୁଇଁ କେନ୍ ସି vloger କି celebraty ନୁହେସେ ମୁଇ ତୋ ତମର ମାଙ୍କର ମେତାନ ଗୁଟେ ସାଧାରଣ ପିଲା କିମ୍ବା କହିପାର ଗୋଟେ ଯୁବକ ଏ ଯିଏ କି ତମର ମେତାନ୍ ହି ନିଜର life/ career ବାନବାରେ struggle କରୁଛେ ଆଉ ଗୋଟେ କଥା କହେମି ଜିବନ୍ ତୋ ଥରେ ମିଲିଛେ ଜୀବନ ରେ ସଂଘର୍ଷ ତୋ କର୍ମା ହିଁ କାର୍ମା ଲେକିନ୍ ସଂଘର୍ଷ କଳା ସାଙ୍ଗେ ସାଙ୍ଗେ ଯିବନ୍ ମଜା ଭି ନେମା !!
ଜୀବନରେ ସଂଘର୍ଷ ସାଙ୍ଗେ ଟିକେ ଟିକେ ଭ୍ରମଣ ଆଉ ସୁଖ୍-ଦୁଃଖ୍ , ମଜା-ମଜ୍ ଲିସ ରେ ଜୀବନ କେ ଅତିବାହିତ କରମା !!
Finally ଇ ମୋର୍ YouTube channel ର ମାଧ୍ୟମରେ ମୁଇ ମୋର୍ ଜୀବନ ର କିଛି ଅଭୁଲା ସୃତି କେ ସାଇତି କରି ରଖିବାକେ ଚାହେମି
ଧନ୍ୟବାଦ୍ sabku ଜୁହାର 🙏🥰😊
Explore The Kadlijharan waterfall !! Beautiful waterfall of Nuapada district !! Amit khadia
ଖରାମାସେ ବନ୍ଧେ ଗାଧିବାର୍ ଅଲଗା ମଜା ! ଆମେ କେନ୍ତା ଗାଧ୍ ସୁ ? ଆମର ଗାଁର ଆମ୍ବ ! Amit Khadia
ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ Night Camping ! Maggie Party ! Meet with @Sunil official vlog ! Amit Khadia
Baisakh Mela Nursinghnath ! Pahad chadhma ! @mmb vlog Da Sange Meet-up ! Part 01
Most Beautiful Waterfall in Nuapada !! My First Vlog !! VLOG01 !! mr amit