Jay farming Odisha

ନମସ୍କାର , 🙏
ଚାଷିଭାଇମାନେ ମୁଁ ସୁଶାନ୍ତ ରାଉତ ଏହି ୟୁଟୁବ ଚ୍ୟାନେଲରେ ଆପଣଙ୍କୁ ସ୍ଵାଗତ ଜଣାଉଚି , ଏହି ଚ୍ୟାନେଲରେ ଆପଣ ମାନେ ଚାଷ ବିଷୟ ରେ ଯେପରି କି ପରିବା ଚାଷ,ଛେଳି ଚାଷ , କୁକୁଡ଼ା ଚାଷ, ମାଛ ଚାଷ, ଛତୁ ଚାଷର ସମସ୍ୟା ଓ ସମାଧାନ ବିଷୟରେ ଜାଣିବାକୁ ପାଇବେ, ଆମର ଇଚ୍ଛା ଚାଷୀ ଭାଇଙ୍କୁ ଆଉ ଏକ ପାଦ ଆଗକୁ ନେବାପାଇଁ ,।
ସେଥିପାଇଁ ଆପଣ ସବସ୍କ୍ରାଇବି କରି ଆମ ସହିତ ଯୋଡିହୋଇ ରହିପାରିବେ,।

ବିଶେଷ ସୂଚନା 📢
କୌଣସି ରାସାୟନିକ ପଦାର୍ଥ ବା କୀଟନାଶକ ଔଷଧ, ସର୍ବଦା ଶିଶୁମାନଙ୍କ ଠାରୁ କିମ୍ବା ପଶୁମାନଙ୍କ ଠାରୁ ଦୂରେଇ ରଖନ୍ତୁ,।
Email [email protected]