Chaitanya bidya pitha Pudamari, Ganjam

ସମସ୍ତଙ୍କୁ ସ୍ବାଗତ, ଅଭିନନ୍ଦନ ଏହି ଚ୍ୟାନେଲଟି ରେ ଆପଣମାନେ ବିଦ୍ୟାଳୟ ରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ଶିକ୍ଷଣ, ଶିକ୍ଷାଦାନ, କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ତଥା ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ, ନୈତିକମୂଲ୍ୟବୋଧ ଭିତ୍ତିକ ଶିକ୍ଷଣ ଉପଯୋଗୀ ଭିଡିଓ ପାଇପାରିବେ । ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ହିତ ସାଧନ ଓ ସର୍ବାଙ୍ଗୀନ ବିକାଶ ଆମର ଲକ୍ଷ୍ୟ।
ଧନ୍ୟବାଦ । ଜୟ ଜଗନ୍ନାଥ।
चैतन्य विद्यापीठ पुडामारी के official YouTube चैनल में आपका स्वागत है। यहाँ पर आपको Sports Games Competition, Cultural Programme, Education और Teaching-related वीडियो मिलेंगे। यह चैनल छात्रों की प्रतिभा, कला-संस्कृति और खेल भावना को बढ़ावा देने के लिए समर्पित है।"
Welcome to the official YouTube Channel of Chaitanya Bidyapitha Pudamari. Here you will find videos on Sports Games Competitions, Cultural Programmes, Education & Teaching-related activities. This channel is dedicated to showcasing the talent, creativity, culture, and sports spirit of our students."#ଚୈତନ୍ୟବିଦ୍ୟାପୀଠ

#ପୁଡାମାରି

#SportsCompetitionOdia

#CulturalProgrammeOdia

#Teaching