Mousumieeeee
Namaskarr !!
Apana dukhare achhanti kii? 🤔😅
Subscribe to laugh 😁 😫
**U all are my heart **
♥ ♥ ♥
ଏ chair କୁକୁର 500 ଟଙ୍କାରେ ଆଣିଛି... 🙄ଯିଏ ବିକିଛି ତା ମୁଁହକୁ ଲାଜ ନାହିଁ.... 🙄🙄
ଏତେ ଦୁଷ୍ଟ ଛୁଆ, 2000 ଟଙ୍କା challange କେହି ସମ୍ଭାଳି ପାରିବେନି !!!
କୁକୁର କାମୁଡି ପାଗେଳା ହେବାର ଭୟଙ୍କର ପରିଣାମ..... 🤣😂😂😳😳😱
ଆଜି ଆମର ମଶା ତରକାରୀ ଭୋଜି ରେ...... Yeeehhh..... 🤣😂😂😃
My old vlogggg..... Must watch l2015
ମୋର ମୁଣ୍ଡଦୋଷ ଅଛି ଜାଣି, ଟୋକା reactin...... 🤣😂😂funny video.....
ଏଇ ଚୋର ପଞ୍ଚାଥର ଆମ ଘରେ ପଶିଲାଣି..... 😳😳ଆଜି ଧରାପଡ଼ିଛି.... 🫣😮💨
ଭୂତ ଲାଗିଲେ ଡାହାଣୀ କେମିତି ହୁଅନ୍ତି ଦେଖନ୍ତୁ..... 😳😳😳scary video.....
ମୋ ବାୟାଣୀ vlog ଦେଖି ଛୁଆଙ୍କ reaction... 🤣🤣😂#funny video
କୁମାରପୂର୍ଣ୍ଣିମା ଯାତ୍ରା...... (( କିଛି ଏମିତି ହେଲା, ଆପଣ ବିଶ୍ୱାସ କରିବେନି 😳😳
ଦୀପାବଳି ଭିଡିଓ କାହିଁକି ଡେରିରେ ଉପଲୋଡ ହେଲା ଜାଣନ୍ତୁ..... ନିଆଁରେ ଜଳିଗଲା ସେ...... 😭😭
ବାତ୍ୟା "ମୋନ୍ଥା"ର ଭୟଙ୍କର ତାଣ୍ଡବ...... 😳😳😳
ପାଗଳ ହେଇ କବାଟକୁ ଚୁମା ଦଉଛି..... 🤣😂😂😂😂
କ୍ୟାମେରା ରେ ସବୁ ରେକର୍ଡ ହେଇଗଲା ଜାଣି ଛୁଆର reactiin..... 🤣😂😂
ମାଡ଼ଗୋଡି, ପିଟାପିଟି ହେଇ ମରିଗଲେ ଛୁଆ ଦିଜଣ...... 🤣😂😂
ଏମିତି ସର୍କସ କରୁଥିଲା, ଗୋଡ ଛୋଟା,..... ମେଡିକାଲ ଗଲା.. 🥺😳😳
ପାଠ ପଢିପଢି ପାଗଳ ହେଇ ରାସ୍ତାରେ ବୁଲିବି... 😳🙄(ବାଜ୍ୟେ ଲୋକ ଗୁଡା....😏
ଆଜି ଦିନଟା ଭାରି ଖରାପ..... ବୋତଲଟା ଯାକ ପାଣି ମୁଣ୍ଡରେ ଢାଳିଦେଲା.... 🥺🥺🙄
ମଶା ମୋର ସାଙ୍ଘାତିକ ଅବସ୍ଥା କରିଦେଲା.... ମଶାରୀ ଭାତରେ ଭି...... 😳😳😳
ପ୍ରଥମ ଥର ଓଡ଼ିଶାରେ ପିକନିକ...... 😳🫣🫣
ପିଟିକି ମୋ ହାଡ ଭାଙ୍ଗିଦେଲା........ ବୋପାଲୋ........ 😤😤😮💨
ଛୁଆଟା ସର୍କସ କରୁଥିଲା କିନ୍ତୁ ସେ ଗୋଡ ଗଲା.....କାନ୍ଦି କାନ୍ଦି ହାଲତ ଖରାପ 😳😳
ମାଡ଼ ଖାଇ ମରିଯାଇଥାନ୍ତି...... କିନ୍ତୁ କିଛି ସାଙ୍ଘାତିକ ହେଲା.. 😳
ଏତେ ଭୟଙ୍କର ତୋଫା୍ନରେ ଲୋକଟା ଉଡ଼ିଗଲା..... 😳😳
.Guys ଙ୍କୁ ଖଟେଇ ହେବି....କିଛି କରିପାରିବେନି. 🤣😂😂( comedy )
Vdo ଦେଖି ନହସିଲେ 1000 ଟଙ୍କା ପୁରସ୍କାର....🫣😳♥️, ଚାଲେଞ୍ଜ..... 👍
+2 ପରୀକ୍ଷା ରେ fail ହେବାରୁ, ମା ଘରୁ ବାହାର କରିଦେଲା.... 😭😭କୁଆଡେ ଯିବି ମୁଁ.........
ଓଡ଼ିଆ ଝିଅର ଦିଲ୍ଲୀ ବୁଲା...... 😳😱 ମଣିଷ କିଣାବିକା ଚାଲିଛି... 🫣🥺
ଆମ ଗାଁ ରେ ସାଙ୍ଘାତିକ ଦୁର୍ଘଟଣା.... 🫣😳 ଆପଣ ଦେଖି କାନ୍ଦିବେ..... 😭♥️