Sukendra explain

( କିଛି ନୂଆ ରୂପରେ କିଛି ହୃଦୟ ସହକାରେ )
ନମସ୍କାର...
ଆମେ ସମସ୍ତେ କିଛି ନା କିଛି ଦୁଃଖ ଓ ଅଭାବ ଦେଇ ଗତି କରିଅଛୁ । ତ ସାଙ୍ଗମାନେ... ଆମ ଓଡିଶାରେ ନିହାତି ଗରିବ ଅଭାବିଲୋକ ଅଧିକ ମାତ୍ରାରେ ଅଛନ୍ତି । ଏବଂ ଶିକ୍ଷା ଠାରୁ ବଞ୍ଚିତ ଅଛନ୍ତି । ସେମାନଙ୍କ ପାଖରେ କିଛି ନୂଆ ସମ୍ବାଦ ପହଂଚାଇବା ଆମର କର୍ତବ୍ୟ.....
ମୁଁ ସୁକେନ୍ଦ୍ର, କିଛି ନୂଆ ଜାଗା ଓ ନୂଆ ବିଷୟରେ
ସବୁବେଳେ କିଛି ମେସେଜ ଦେବାକୁ ଚାହେଁ...
ଭାଇମାନେ ମୁଁ ଏକା ନୁହେଁ ଆପଣଙ୍କ ସହିତ ମିଳିମିଶି
କିଛି ପ୍ରୟାସ କରିବାକୁ ଚାହେଁ.......
ମୋ ଏ ପ୍ରୟାଶ କୁ ଟିକେ ମଜଭୁତ କରନ୍ତୁ

ହୃଦୟ ଦେଇ ଧନ୍ୟବାଦ ଜଣାଉଛି

Thank you.........

🙏🙏🙏🙏