MU KRUSHAKA

ଓଡିଶା ର ନମ୍ବର 1 କୃଷି ୟୁଟ୍ୟୁବ ଚ୍ୟାନେଲ – ମୁଁ କୃଷକ
ମୁଁ କୃଷକ କୁ ସ୍ୱାଗତ। ଏହି ଚ୍ୟାନେଲ ରେ ଆପଣମାନେ ପାଇପାରିବେ –
🌱 ଚାଷ ଓ ପଶୁପାଳନ ବିଷୟରେ ସଠିକ୍ ଓ ବୈଜ୍ଞାନିକ ତଥ୍ୟ
🐐 ଛୋଟ ଶ୍ରମ ଓ ଅଳ୍ପ ଖର୍ଚ୍ଚ ରେ ଖେତି କିପରି ସଫଳ କରିବେ
🐓 କୁକୁଡ଼ା, ମାଛ, ଛୋଟ ବତକ ଏବଂ ଛୋଟ ବ୍ୟବସାୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ

ଯଦି ଆପଣଙ୍କ ଚାଷ ବା ପଶୁପାଳନ ବିଷୟରେ କୌଣସି ସମସ୍ୟା ଅଛି, ନିଃସଙ୍କୋଚ ଭାବରେ ଯୋଗାଯୋଗ କରନ୍ତୁ।

📍 ଯୋଗାଯୋଗ ଠିକଣା
ମୁଁ କୃଷକ, ରାମସାଗରପଡା, ଭବାନୀପାଟଣା, କଳାହାଣ୍ଡି – 766001
📞 Call: 6370679112
🕗 ଯୋଗାଯୋଗ ସମୟ: ସକାଳ 10 ରୁ ସନ୍ଧ୍ୟା 7
ନିଜ ର କୋଣସି ଆଡ ଦେବା ପାଇଁ ମଧ୍ୟ ଯୋଗାଯୋଗ କରିପାରିବେ |

📱 ଆମ ସୋସିଆଲ ମିଡିଆ ଲିଙ୍କ୍ସ:
👍 Facebook :- https://www.facebook.com/mu.krushaka/
📸 Instagram :- https://www.instagram.com/mukrushaka/
🐦 Twitter :- https://twitter.com/KrushakaMu

ଗର୍ବର ସହିତ କୁହନ୍ତୁ – ମୁଁ କୃଷକ
🙏 ଧନ୍ୟବାଦ – ମୁଁ କୃଷକ ଟିମ୍ 🙏