Teacher Smita



Teacher Smita Channel
❤️All about odia❤️


Hii Friends 🙏
My name is Smita . You all are welcome to my utube Channel ( Teacher smita ) .
I am a writer and poet of odia literature . I also have teaching experience in ICSE school as a subject teacher in odia .
So in this channel you all get knowledge about odia language and literature .

Please subscribe and press bell icon to get all notification about the newest videos . Thanks all for visiting my channel 🙏

My social media contacts :

Facebook Id : Tripathy Sasmita

Telegram : @lekhani_alekhika

Mail me : [email protected]


ନମସ୍କାର ବନ୍ଧୁଗଣ 🙏
ମୁଁ ସ୍ମିତା ଆପଣଙ୍କୁ ସ୍ଵାଗତ ଜଣାଉଛି ମୋର utube channel ( Teacher Smita ) କୁ । ମୁଁ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ଲେଖିକା ଓ କବି ଭାବେ ପରିଚିତ । ମୋର ଓଡ଼ିଆ ଶିକ୍ଷକ ଭାବେ ICSE ବିଦ୍ୟାଳୟରେ ପଢାଇବାର ଅଭିଜ୍ଞତା ଅଛି । ଆପଣମାନେ ଓଡ଼ିଆ ଭାଷା ଓ ସାହିତ୍ୟର ପାଠ୍ୟ ଉପଯୋଗୀ ଭିଡିଓ ମୋର Channel ରୁ ପାଇ ପାରିବେ ।

Channel ଟିକୁ ପରିଭ୍ରମଣ କରିଥିବାରୁ ଧନ୍ୟବାଦ 🙏