Mousumee Vibes
🎥 Welcome to Mousumee’s World! 🌸
Hey everyone! I’m Mousumee Nayak from Jajpur, Odisha, and I’m so excited to share my journey with you! 💕
On this channel, you’ll find:
✨ Daily vlogs – a peek into my everyday life as a student 🎒
😂 Funny vlogs – full of laughter, fun, and real moments 😄
💫 Lifestyle vlogs – fashion, food, travel, and everything I love! 🌈
Join me as I capture life’s little adventures, share my experiences, and spread positivity every single day! 💖
👉 Don’t forget to subscribe, hit the bell icon 🔔, and be a part of my YouTube family! 💕
#MousumeeNayak #DailyVlogs #FunnyVlogs #LifestyleVlogs #OdishaVlogger
କାହିଁକି ଆଜି କରିଲିନି ରୁଟି 😔। ଇଏ କୋଉ ଗଛ ର ଫୁଲ, ଆର ଉପକାରିତା କଣ? 🤔। ଆମ ଘରକୁ ଆଜି କିଏ ଆସିଛନ୍ତି?
କୋଉଠୁ କରିଲୁ କମଳା ଚୋରି 🫣 Lubun କୋଉଠୁ ଆଣିଲା କମ୍ପାସ 🕵️ ଦିନ ଯାକ ହେଲା ଢେର୍ ସାରା fun 🤗 🎉Mousumee Vibes 🎉
Tuition ରେ ଶୋଇପଡ଼ିଲା ଟୁଁ 😂। ମୁଁ କାହିଁକି ଖୋଲିଛି YouTube channel 🤗 Mousumee Vibes 🎉
ଗାଡି ରେ ଆସୁଥିବା ପିଲା ହେଲେ ହଇରାଣ 🤒। କଣ ଅଛି ଆମ Botany laboratory ରେ 🫣। ସିଲେଇ class ରେ କମଳା ର ମଜା🤤
College ରେ ଆଜି କଣ ହେଲା ?😧 Harapriya ଚଲେଇଲା cycle 🤭 ଶୀତ ଋତୁ ରେ ରୁଟି ସେକିବା ର ମଜା 🤗 Mousumee Vibes🎉
Breakfast ରେ କରିଲି ନୂଆ item ଆଉ ଖୁବ ସାରା comedy 🤗 କଇଁଆ ଚଟଣି ଫେରେଇଦେଲା ପିଲା ଦିନର ମସ୍ତି 🫣Mousumee Vibes
College ଗଲା ରାସ୍ତା ରେ ପ୍ରବଳ pollution 😷 । ଆଜି ବି ଚାଲିଛି sports🫣। Sona ଆଣିଛି teacher ଙ୍କ ପାଇଁ kurkure
Sports ଦେଖିକି ମନେ ପଡ଼ିଲା ପିଲା ବେଳ କଥା 😥। College campus ରେ ନୂଆ ଦହିବରା 🤤 Mousumee Vibes 🎉
ସିଲେଇ ରୁ ଫେରିଲା ବେଳେ କାହା ସହ ହେଲା fighting 🤔 ଆଜି କଣ ପାଇଁ ଶିଖିଲିନି ସିଲେଇ?😔 କିଏ ଶିଖୋଉଛନ୍ତି ଆମକୁ ସିଲେଇ?
BBM college ର arts ଆଉ commerce department ☺️ Vlogging ବେଳେ garden ରେ ମସ୍ତି ଆଉ ଫଟୋ ଉଠା 🤭MousumeeVibes
Feast ରେ ହେଲା ସାଙ୍ଗ ମାନଙ୍କ ସହ ବହୁତ୍ ସାରା ମସ୍ତି 🤗Last ରେ ଆସିଲା ଅସଲି ମଜା 😄 Mousumee Vibes 🎉
ମୋ କଲେଜ୍ (Baba Bhairabananda Autonomous Mahavidyalaya) କେମିତି? | Full Campus Tour | Part-1,🤗
College ରେ ଖାଇଲୁ ସୁଆଦିଆ ଚାଟ୍ 😋 ମସ୍ତି with cute puppies 🤡 Mousumee Vibes 🎉
Potato ball ର taste କେମିତି ଥିଲା?🤔Patra Jewellers ରୁ ବୋଉ କାହା ପାଇଁ କଣ ଆଣିଛି?🤗 Mousumee Vibes 🎉
ଚଣ୍ଡିଖୋଲ ରେ ନୂଆ ବଜାର only@ ₹99🤗 ଗୁପଚୁପ୍ ଖାଇବାରୁ ବଞ୍ଚିତ ହେଲି😥 ସରିଲା internal exam ☺️ Mousumee Vibes 🎉
ଭାଇ କୁ ଦେଲୁ surprise gift 🤗 କଅଁଳ ଖରା ରେ ପଖାଳ ର ମଜା 😄 ବହୁତ ଦିନ ପରେ ଖେଳିଲୁ ପିଲା ଦିନର ମାଟି ଖେଳ😄
ସାହି ରେ ହେଲା ଭୋଜି 😋 । ମସ୍ତି ରୁ ହେଲା ଦିନ ଆରମ୍ଭ 🤗 ଆମ ଗାଈ କୁ ଏମିତି କରିଲା କିଏ😥। Mousumee Vibes🎉
Breakfast ରେ ଖାଇଲି ବହୁତ ସାରା dish 😋 TV ଦେଖିଲା ବେଳେ କଣ ହେଲା ମାଆଙ୍କୁ 😧 Late night Study କଣ ପାଇଁ 😔
ମୋର କ'ଣ ହେଇଛି? କାହିଁକି ଗଲି ମୁଁ medical 😥 । ଆଜି ଖାଇଲି tasty biriyani ଆଉ icecream 🤗 Dinner ରେ Chicken
Harapriya କାହିଁକି ଲଗଉଛି ମେହେନ୍ଦି college ରେ🤔। ବହୁତ ଦିନ ପରେ ସିଲେଇ ଶିଖିଲୁ 🤗 Rani ଓ Krishna ସହ ଲଢେ଼ଇ 🤕
ଭଉଣୀ ସହ ଖାଇଲି ଦହିବରା 😋।College ରେ ମସ୍ତି 🤗। ମୋ phone ରେ ବୋଉ ଦେଖିଲା serial 🤭। Mousumee Vibes📈
ଆମ ଗାଁ ର ସ୍ଵାଦିଷ୍ଟ ବରା @ only rupees 10 😋। ଘରକୁ ଫେରିଲା ମୋ ବୋଉ 🤗। ପୁରା ଦିନ ମସ୍ତି 🥰। Mousumee Vibes👍
ଆଜି ମାଆ ରୋଷେଇ ଘରେ କଣ କରୁଛି?🤔 ମୋ ବୋଉ ଆମକୁ ଛାଡି କୁଆଡେ ଗଲା?😔 Sonali କଲା kurkure। Mousumee Vibes 🥰
BBM college ର botany laboratory 😊 ସାଙ୍ଗଙ୍କ ସହିତ masti 🤗 ଏତେ ଶୀତ ରେ କେଉଁଠି ରହୁଛନ୍ତି cute କୁକୁର ଛୁଆ 🤡
ମୁଁ କେମିତି କରେ Herbal ଚାହା ?🤗 ଲୁବୁନ୍ କଣ ପାଇଁ ହେଲା ଘରେ ବନ୍ଦ?🤔Mousumee Vibes
Breakfast ରେ ବନେଇଲି ସୁଜି ଉପମା ଆଉ ନାଲି ଚାହା 🤭। ଅଥର ଭଙ୍ଗା ଏଣ୍ଡୁରି ପିଠା☺️। Fun with animals 🤗
ବୋଉ ପାଇଁ ଆଣିଲି college ରୁ Tasty ଦହିବରା 😋। (Part-1) .. Evening ରେ ଖାଇଲି ଭଉଣୀ ର ହାତ ତିଆରି snacks 🤗
4 ବର୍ଷ ହେଲା କିଏ ଶିଖାଉଛନ୍ତି free ରେ ଯୋଗ 😱 ପୁଣି ହେଲା କି Diwali 🤔 ବହୁତ୍ ଦିନ ପରେ breakfast ରେ ପଖାଳ 🤗
ନିତୁୁ ଦେଇ ଘରେ ଭୋଜି ଖାଇଲି 😋। Cycle ଖରାପ ହେବାରୁ college ଯିବା ପାଇଁ ହଇରାଣ ହେଲି 🥺। ସନ୍ଧ୍ୟାରେ ନିଆଁ ପଇଁ☺️
ପ୍ରଥମାଷ୍ଟମୀ ରେ ନୂଆ ଡ୍ରେସ୍। 🤗 ଏଣ୍ଡୁରି, ଇଡଲି ପିଠା ଖିଆ।😋 ସାଙ୍ଗଙ୍କ ସହ ଭ୍ରମଣ।ଗ୍ରାମଦେବତୀ ଙ୍କ ବାର୍ଷିକ ଉତ୍ସବ