Odia Pet Dunia

My Phone Number 8260695080

Welcome To the First Ever Pet YouTube Channel Odia Pet Dunia, ଏହି ଚ୍ୟାନେଲ୍ ରେ ଆପଣମାନେ ମଣିଷର ପ୍ରକୃତ ବନ୍ଧୁ ଅର୍ଥାତ୍ ପୋଷା ପଶୁ ପକ୍ଷୀଙ୍କର ବିଷୟରେ ସବୁ ତଥ୍ୟ ପାଇ ପାରିବେ ତା ଫୁଣି ଓଡ଼ିଆରେ। ମୁଁ ନିଜେ ଜଣେ ପଶୁ ପ୍ରେମୀ, ପାଖାପାଖି 20 ବର୍ଷ ହେଲା ମୁଁ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ରଖିଛି। ସେ କୁକୁର, ବିଲେଇ, ଚଢେଇ କିମ୍ବା ମାଛ ହେଉ ସବୁର ତଥ୍ଯ ଆପଣ ଟିକିନିଖି କରି ପାଇ ପାରିବେ ଏହି ଚ୍ୟାନେଲ୍ ମାଧ୍ୟମରେ। ଆଶା ଲାଗୁଛି ଆପଣଙ୍କ ପୂର୍ଣ୍ଣ ସହଯୋଗ ମିଳିବ ମୋର ଏହି ଛୋଟିଆ ଉଦ୍ଯମରେ।