BM Media

🙏ଜୟ ଜଗନ୍ନାଥ 🙏! ମୁଁ ଭଗବାନ ମଲିକ! BM Media ୟୁଟୁବ ଚାନେଲ କୁ ଆପଣ ମାନଙ୍କୁ ହାର୍ଦିକ ସ୍ୱାଗତ ଆଉ ଅଭିନନ୍ଦନ ଜଣାଉଛି ! ଏହି ଚାନେଲ ରେ ଆପଣ ମନେ ଓଡିଶା ର କଲା ଓ ସଂସ୍କୃତି ବିଷୟ ରେ ଜଣାଇବା ଓ ତାକୁ ଆପଣଙ୍କ ସାମ୍ନା କୁ ଆଣିବା ଗୋଟେ ପ୍ରୟାସ କରିଛୁ !

ଏହି ଚାନେଲ ରେ...
ଦଣ୍ଡ :-
ସୁନ୍ଦରା କାଣ୍ଡ :-
ପାଲା :-
କୃଷ୍ଣ ଗୁରୁ :-
କୀର୍ତନ ବୈଠକି :-
ଓଡିଶା ଦର୍ଶନୀୟ ସ୍ଥାନ :-
ମିକ୍ସଚର ଦଣ୍ଡ :-
ଏହି ସବୁ ସଂସ୍କୃତିକ ଓ ମନରଞ୍ଜନ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ !
ଆମ ଚାନେଲ ସମ୍ପର୍କ ମୋବାଇଲ ନମ୍ବର - 9937374321
ଓଡ଼ିଆ ର କଲା ଓ ସଂସ୍କୃତି କୁ ଆଗକୁ ଏବଂ ବଞ୍ଚାଇ ରଖିବା ପାଇଁ
BM Media ଚାନେଲ କୁ Like,Share,Subscribe କରନ୍ତୁ !
🙏 !ଜୟ ଜଗନ୍ନାଥ 🙏