Thread & Trend with sujata mam

ନମସ୍କାର! ଏହି ଚ୍ୟାନେଲ୍‌ରେ ଆପଣମାନେ ସହଜ ଓ ଆକର୍ଷଣୀୟ ସିଲେଇ (Silai) ଟିପ୍ସ ବ୍ଲାଉଜ୍ ଡିଜାଇନ୍ ଡ୍ରେସ୍ ଡିଜାଇନ୍ ତିଆରି ପ୍ରକ୍ରିୟା ବ୍ଲାଉଜ୍ ସୁଟ୍ ପେଟିକୋଟ୍ ଓ ଅନ୍ୟାନ୍ୟ ଗାର୍ମେଣ୍ଟ୍‌ସ୍ ସିଖିପାରିବେ ନୂତନ ଓ ପୁରୁଣା ଦୁହିଁ ପ୍ରକାରର ଦର୍ଶକଙ୍କ ପାଇଁ ଏହି ଚ୍ୟାନେଲ୍ ଉପଯୋଗୀ। ଦୟାକରି ଚ୍ୟାନେଲ୍ଟିକୁ Subscribe କରନ୍ତୁ ଓ ସିଲେଇ ଶିଖିବାକୁ ଆରମ୍ଭ କରନ୍ତୁ! ❤️ ମୋର୍ ବିଶ୍ବାସ ରହିଛି କି ଆପଣ ମାନେ ପୁରା ପୁରି ସହଜରେ ଆଉ ଆଗ୍ରହ ରେ ୟାର ଫାଇଦା ନେଇ ପାରିବେ

ଯେଉଁମାନେ ନିଜ ହାତରେ ନୂଆ ବ୍ଲାଉଜ୍ ଡିଜାଇନ୍ ଡ୍ରେସ୍ ତିଆରି କରିବାକୁ ଚାହାଁନ୍ତି – ଏହି ଚ୍ୟାନେଲ୍ ସେମାନଙ୍କ ପାଇଁ

Welcome to our Stitching Vlog Channel! Here you'll learn easy and stylish stitching techniques – from blouse designs suits petticoats to modern and traditional dressmaking tips Whether you're a beginner or experienced tailor this channel has something for everyone Subscribe now

👗 Designer Blouses
👚 Stylish Kurtis
👗 Fancy Lehengas
🎀 Trendy Latkan (Tassel) Making
✂️ Latest Neck Designs
Sleeves and Borders design
📏 Tailoring Tips and Tricks
Simple blouse cutting and stitching
latest blouse design