Meher creation ktsr

ଅନୁଗୋଳ ଜିଲ୍ଲା ପଞ୍ଚଧାରା ପାହାଡ଼ ପାଦଦେଶର ଆଠମଲ୍ଲିକ ଏକ ଛୋଟ ସହର,ସେହି ସହରର ପୂର୍ବାଭିମୁଖୀ ସୁଦୂପ୍ରସାରୀ ଏକ ନଗନ୍ୟ ଗ୍ରାମ "କୁଟେଶ୍ୱର" ଯଦିଓ ଏହା ଭାରତ ବର୍ଷରେ ଅପରିଚିତ ତଥାପି ବି ଏହାର ପାଣି ପବନ ବେଶ୍ ନିଆରା ଆଉ ସେହି ନିଆରା ପରିବେଶରେ ଲୁକ୍କାୟିତ ଭାବେ ଅପରିଚିତ ଥିବା କଳାକାର ମାନଙ୍କୁ ଏହି ଚାନେଲ ମାଧ୍ୟମରେ ଆପଣ ମାନଙ୍କ ସମ୍ମୁଖରେ ପରିଚିତ କରିବା ଆମର ଏକ ଛୋଟ ପ୍ରୟାସ...Pls ଆମ ଚାନେଲ କୁ subscribe, Like, Comment & Share କରନ୍ତୁ
🙏🙏🙏
Athamallik is a small town in the foothills of the Panchdhara hills of Angul district, Odisha and "Kuteswar" is a remote village in the far east of the city/town. Although it is not known in India, its winds and water are quite rare and in that rare environment, many talented artists are hidden. We have a small effort to establish the hidden talents in front of you...So please support us and Subscribe, Like, Comment & Share to our channel. Thank you for check our about.....❤️
🙏🙏🙏
Contact - 9777631145