Mj information Odia

ପ୍ରଥମେ ଜୟ ଜଗନ୍ନାଥ🙏🙏 ମୋର ଓଡିଶାର
ପ୍ରୀୟ ଭାଇ ଓ ଭଉଣୀମାନେ ଆପଣ ମାନଙ୍କୁ ଆମ୍ଭର ଏହି ଚ୍ୟାନେଲ ରେ ସ୍ବାଗତ କରୁଛୁ ।

ଆମ୍ଭର ଓଡ଼ିଶାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଆମ୍ଭର ଏହି ଚ୍ୟାନେଲ ମାଧ୍ୟମ ରେ କିଛି ସାହାଯ୍ଯ କରିବା ହେଉଛି
ଆମ୍ଭ ମାନଙ୍କର ଏକ ଛୋଟ ପ୍ରୟାସ
ଆମ୍ଭର ଏହି ଚ୍ୟାନେଲ ରେ ଆପଣ ମାନଙ୍କୁ କିଛି ସରକାରୀ ଏବଂ ବେସରକାରୀ ଓ ଅନେକ କିଛି ଚାକିରି,ଶିକ୍ଷା ଉପରେ ନୋଟିଫିକେସନ ଏବଂ ସଂପୂର୍ଣ୍ଣ ବିବରଣୀ ଓଡ଼ିଆ ଭାଷା ରେ ଭିଡ଼ିଓ ମାଧ୍ୟମରେ ପ୍ରକାଶ କରାଯିବ । ତାହା ସହିତ ମଧ୍ୟ ଆପଣ ମାନଙ୍କ ପାଇଁ ଆମ ଦେଶ ଓ ବିଦେଶ ର କୋଣ ଅନୁ କୋଣ ର କିଛି ଟିକି ନିଖି ଖବର ଆପଣ ମାନଙ୍କ ପାଖରେ ପହଞ୍ଚାଇବୁ। କିନ୍ତୁ ଆପଣ ମାନଙ୍କ ଭଲ ପାଇବା ଦରକାର ।
ଆମ ଚାନେଲ କୁ ସବସ୍କ୍ରାଇବ କରିବା ସହିତ ମଧ୍ୟ ଅଲ୍ଲ ନୋଟିଫିକେସନ କୁ ମଧ୍ୟ ଅଲ୍ଲ ରେ ରଖିଦିଅନ୍ତୁ
ଯାହା ଫଳରେ ସର୍ବ ପ୍ରଥମେ ଆମ୍ଭର ଭିଡିଓ ଆପଣଙ୍କ ପାଖରେ ପହଞ୍ଚି ଯିବ ।
ଏବଂ ଭିଡିଓ ଆମ୍ଭର ପସନ୍ଦ ଲାଗିଲେ ଲାଇକ୍ କରିବା ସହିତ ସାଙ୍ଗ ଓ ସାଥୀମାନଙ୍କୁ ସେର୍ କରିବେ । 😊❤👍
👆 👆
( Mj information odia )
ପ୍ରତିଟି ଖବର ଆପଣଙ୍କ ପାଖରେ
Really job upload my chanel 👍
Business enquiry :
📩: manojofficial 255 @gmail.com

& Details Enquiry for my other social media Link 👇👇