DS Ambition

ମୋର ଏହି ଚାନେଲ ଓଡ଼ିଶାର ଗ୍ରାମାଞ୍ଚଳର ଥିବା ସମସ୍ତ SHG/CLF/GPLF ରେ ସାମିଲଥିବା ସଦସ୍ୟା ଓ କାର୍ଯ୍ୟରତ ସମସ୍ତ CADRES ମାନଙ୍କ ପାଇଁ ଉପଯୋଗୀ ଅଟେ Iସେହି ଅନୁଷ୍ଠାନର ଉଦେଶ୍ୟ,ନୀତିନିୟମ ଓ ପରିଚIଳନI ଦିଗରେ ମୋର VIDEO ପ୍ରସ୍ତୁତ Iଏହାର ଗୁଣାତ୍ମକମIନ ବୃଦ୍ଧିକରି,ଏହାକୁ ଦୃଢ଼ୀଭୁତ କରିବା ଓ ଏହି ଅନୁଷ୍ଠାନକୁ ଆଦର୍ଶରେ ପରିଣତ କରିବା ଲକ୍ଷ୍ୟରେ ମୋର ଏହି ଛୋଟ ପ୍ରୟାସଟି କାର୍ଯ୍ୟକରିବ I SHG,CLF ଓ GPLF ର ବିଭିନ୍ନ କାର୍ଯ୍ୟ ସହ ଜଡିତ ଦୀର୍ଘ ୮ ବର୍ଷର ଅଭିଜ୍ଞତାକୁ ଆପଣମାନଙ୍କ ନିକଟରେ ପହଞ୍ଚାଇବI ମୋର ଉଦେଶ୍ୟ Iଏହା ସହ ମହିଳା ସଶକ୍ତିକରଣ, ନୀତିଶିକ୍ଷା, concentration game, Motivational video, Song, questionair session, Life Vlog & Family vlog ଭିଡିଓ ପାଇ ପାରିବେ

Hello everyone welcome to my YouTube channel. This video mainly Focus for Members & cadres who are involved & worked with SHG, CLF & GPLF of Odisha’s Village. Here I’m share my knowledge & Experience on working with those Institution. It will a little step towards those Institution. I'm not saying I am perfect but whatever knowledge I got from those Field & Training Session, wants to share with you.