Vir Kalinga
ବନ୍ଦେ ଉତ୍କଳ ଜନନୀ।
କଳିଙ୍ଗ, ଉତ୍କଳ ବା ଓଡ଼ିଶା ଭାରତର ଏକ ସମୃଦ୍ଧ ରାଜ୍ୟ। ଆମ ରାଜ୍ୟ ଭାଷାରେ ଓ ବୀରତ୍ବରେ ବିଶେଷ ଭାବରେ ସମୃଦ୍ଧ। ସେଥିପାଇଁ ତ ଅଳଙ୍କାର ଶାସ୍ତ୍ରରେ କୁହାଯାଇଛି “କଳିଙ୍ଗାଃ ସାହସିକାଃ”। ଏହା ଛଡ଼ା ଐତିହ୍ୟ, କଳା, ସାହିତ୍ୟ, ସଂସ୍କୃତି, ଓ ପରମ୍ପରା ଦ୍ବାରା ପରିପୂର୍ଣ୍ଣ ଆମର ଏ ରାଜ୍ୟ। ଆମ ଏହି ବୀର କଳିଙ୍ଗ ମାଟିର ବୀର ପୁଅର ବଳିଦାନର ଗାଥା ତଥା କଳା, ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟର କଥା କହିବୁ ଆମେ ଏଇ ବୀର କଳିଙ୍ଗ ମାଧ୍ୟମରେ।ଓଡ଼ିଶାର ମାନସପଟ୍ଟରେ କବି ପଣ୍ଡିତଗଣଙ୍କୁ ବଞ୍ଚେଇବା ଓ ତାଙ୍କର ସାହିତ୍ୟ କୃତିକୁ ଜୀବନ୍ତ କରି ରଖିବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପର୍ବପର୍ବାଣି ଜାନି ଯାତ୍ରାକୁ ବିଶ୍ବାଭି ମୁଖି କରିବା ପାଇଁ ଆମେ ଅଙ୍ଗିକାରବଦ୍ଧ।
ଓଡ଼ିଆଙ୍କ ପୂର୍ବସୁରୀ ମାନେ ଏ ମାଟିର ବୀର ସନ୍ତାନ।ପୂର୍ବସୁରୀଙ୍କର ପାରଙ୍ଗମତା ଓ ବୀରତ୍ବର କଥା ସଠିକ୍ ଢଙ୍ଗରେ ଉତ୍ତରଦାୟଦ ମାନଙ୍କ ପାଖରେ ପହଞ୍ଚାଇବା ସହିତ ବିସ୍ମୃତି ଗର୍ଭରେ ବିଲୁପ୍ତ ହୋଇଯାଉଥିବା ଅନେକ ପ୍ରତିଭାଙ୍କୁ ଖୋଜି ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନା କରିବା ବୀର କଳିଙ୍ଗର ମୁଖ୍ୟ ଉଦ୍ଦେଶ୍ୟ। ଆମର ପ୍ରୟାସ ସଫଳରେ ରୂପାନ୍ତରିତ ହେବ ଯେତେବେଳେ ଆପଣ ଆମ ଭିଡିଓ ଦେଖି କିମ୍ବା ଲେଖା ପଢିବେ।ଆମେ ଆମ ଭିଡିଓ ବା ଲେଖା ମାଧ୍ୟମରେ କାହାରିକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆଘାତ ଦେବାକୁ ଚାହୁଁନାହୁଁ।
ଯୋଗାଯୋଗ: ୮୯୮୪୦୧୨୬୦୮
ଭୋଗ ଗ୍ରହଣ କଲେନାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ ! Anubhuti re Jagannath | Jay Jagannath | Biswanath Samantra
Baidehisha Bilasa by Kabi Samrat Upendra Bhanja | 17th Chhanda | କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ।
ବାଇଶି ପାହାଚର ରହସ୍ୟ କ'ଣ ? Why are there Baise Pahacha in Shri Mandir? Dr. Bhaskar Mishra | Puri
Baidehisha Bilasa by Kabi Samrat Upendra Bhanja | 23th Chhanda | କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ।
ପତିତପାବନ ବାନାରେ କାହିଁକି ରହିଛି ଅର୍ଦ୍ଧଚନ୍ଦ୍ର ? Jay Jagannath | Dr. Sarat Mohanty | Vir Kalinga | Puri
କବି ବନମାଳୀ ଦାସଙ୍କ ରଚିତ ସଂଗୀତ "ଆଗୋ ଦୂତୀ ଆଜ ରାତି"। Kabi Banamali Das | Odia classics | Vir Kalinga
ଶ୍ରୀମନ୍ଦିରରେ ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର କୋଉଠି ? Where is the temple of Indrani Devi ? Dr. Naresh Das
Baidehisha Bilasa by Kabi Samrat Upendra Bhanja | 23th Chhanda | କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ।
ଗୁହ୍ୟକାଳୀ କିଏ ଓ କେଉଁଠି ଅଛନ୍ତି ? Who and where are Guhyakali ? Jay Jagannath | Dr. Gopal Mishra
ସଖି ପ୍ରତି ଶ୍ରୀରାଧାଙ୍କ ଉକ୍ତି : ମୋତେ ଲଗାନାରେ ବ୍ରଜବିଧୂ ଲଟ | Gopalakrusna Pattanayaka | Odia classics
କାହିଁକି ଏତେ ଦୟଣା ପ୍ରିୟ ଆମ କାଳିଆ ସାଆନ୍ତ ? Jay Jagannath| Pandit Singhari Harihar Kar | Odisha | Puri
Baidehisha Bilasa by Kabi Samrat Upendra Bhanja | 44th Chhanda | କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ।
ମହୋଦଧି କୂଳରେ କାହିଁକି ଅଛନ୍ତି କାଳିଆ ସାଆନ୍ତ? Jay Jagannath | Dr. Sarat Mohanty | Vir Kalinga | Puri
Baidehisha Bilasa by Kabi Samrat Upendra Bhanja | 44th Chhanda | କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ।
ଶ୍ରୀକ୍ଷେତ୍ରରେ ରହୁଥିଲେ ବାଘ ଆଉ ସିଂହ ! ଜଣା ଅଜଣା ଜଗନ୍ନାଥ | Jay Jagannath | Pandit Brajmohan Ji | Puri
Baidehisha Bilasa by Kabi Samrat Upendra Bhanja | 40th Chhanda | କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ।
ବାଇଶି ପାହଚରେ କାହିଁକି ରହିଲେ କାଶୀ ବିଶ୍ଵନାଥ? Kasi Biswanath | Jay Jagannath | Dr. Bhaskar Mishra | Puri
Baidehisha Bilasa by Kabi Samrat Upendra Bhanja | 24th Chhanda | କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ।
ଗୋପାଳ ବଲ୍ଲଭ ଭୋଗ କେବେ ଠାରୁ ଓ କାହିଁକି ହୁଏ? Gopala Ballav Bhoga | Biswanath Samantara | Puri | Odisha.
Baidehisha Bilasa by Kabi Samrat Upendra Bhanja | 24th Chhanda | କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ।
ଶ୍ରୀମନ୍ଦିରରେ କେମିତି ହୁଏ ଦୋଳ ଯାତ୍ରା ? Dola Jatra in Shri Mandir | Singhari Harihar Kar | Odisha
Baidehisha Bilasa by Kabi Samrat Upendra Bhanja | 24th Chhanda | କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ।
ଶ୍ରୀମନ୍ଦିରରେ ଅଛି କି ପଞ୍ଚମ ଦ୍ବାର। Unveiling the Mystery: Is There a 5th Dwara to Shri Mandir? Puri
ଭକ୍ତକବି ବନମାଳୀ ଦାସଙ୍କ ସଂଗୀତ - କି ଦେଖିଲା ଆଜ ନେତ୍ର। Kabi Banamali Das | Jay Jagannath | Odia classics
ଚଞ୍ଚଳ ମନକୁ କେମିତି ନିୟନ୍ତ୍ରଣ କରାଯାଇପାରିବ? Indian Philosophy & Culture in Odia | Sarat Ch Acharya
କୁମ୍ଭମେଳାରେ ସାହାଯ୍ୟ କଲେ ମହାପ୍ରଭୁ। ମହାପ୍ରଭୁଙ୍କ ମହିମା। Anubhuti re Jagannath | Dr. Naresh Dash
Baidehisha Bilasa by Kabi Samrat Upendra Bhanja | 4th Chhanda | ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ। P-3
ବ୍ରହ୍ମାଣ୍ଡ କେବେ ସୃଷ୍ଟି ହେଲା ? Indian Philosophy & Culture in Odia | Sarat Chandra Acharya | Odisha
ରୋହିଣୀ କୁଣ୍ଡରୁ ବାହାରିବ ପ୍ରଳୟ ଜଳ ! Why is Rohini Kunda in Srimandir ? Singhari Harihar Kar | Puri
Baidehisha Bilasa by Kabi Samrat Upendra Bhanja | 4th Chhanda | ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ। P-2