GIRISH MEDIA MO ODIA

Hello... ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ ! ମୁଁ ଆପଣଙ୍କର ପ୍ରିୟ ଗିରିଶ ଚନ୍ଦ୍ର ନାଏକ ( ଗିରିଶ ଭାଇ )ନାଲମ,କଣିହାଁ, ଅନୁଗୋଳ, ମୋ - 8327733925,
ମୁଁ ଆପଣ ମାନଙ୍କୁ ମୋର Youtube Chanel (GIRISH MEDIA MO ODIA) କୁ ସ୍ବାଗତଂ ଜଣାଉ ଅଛି, ଏବଂ ଆପଣ ମାନଙ୍କୁ ଅନୁରୋଧ କରୁଛି କି ଆପଣ ମାନେ ଯଦି ମୋର ବାଦ ଦଣ୍ଡ ପ୍ରତିଯୋଗିତା ଭିଡ଼ିଓ ଗୁଡ଼ିକ ପସନ୍ଦ କରନ୍ତି ତେବେ ମୋ ଚ୍ୟାନେଲ କୁ Subscribe କରିକି Support କରିବା ହେବେ, ଯାହା ଦ୍ୱାରା କି ଏମିତି ଅନେକ ପ୍ରକାର ନୁଆଁ ନୁଆଁ ଭିଡ଼ିଓ ଦେଖି ପାରିବେ ଏବଂ ତା ସହିତ ମୋ ନିଜର ବାଦଦଣ୍ଡ ପ୍ରତି ଯୋଗିତାର ଭିଡ଼ିଓ ଗୁଡ଼ିକ ମୋର ନିଜ Chanel ରେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଦେଖି ପାରିବେ...