ଆମ ଜଗନ୍ନାଥ ଆମ ସଂସ୍କୃତି

Puri_THEHAVEN ଚାନେଲ କୁ ଆପଣମାନଙ୍କୁ ସ୍ୱାଗତ। ଏହି ଚାନେଲ ଟି ସମ୍ପୂର୍ଣ ରୂପେ ଜଗନ୍ନାଥଙ୍କୁ ସମର୍ପିତ.. ଆମେ ଏହି ଚାନେଲ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିର ଓ ପୁରୀର ବିଭିନ୍ନ ଦେବା ଦେବି ମାନଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରକାରର ରୀତି ନୀତି ଓ ପରମ୍ପରା ସମ୍ପର୍କରେ ଆମ ଚାନେଲ ମାଧ୍ୟମରେ ଆମେ ଆପଣମାନଙ୍କୁ ଅବଗତ କରାଇବାକୁ ଛୋଟ ଚେଷ୍ଟା ଟିଏ କରୁଛୁ..ଏଣୁ ଆପଣମାନଙ୍କ ସହଯୋଗ ଓ ଭଲପାଇବା ଅମାର ଏକାନ୍ତ କାମ୍ୟ.. ଜୟ ଜଗନ୍ନାଥ ⭕❗⭕🙏🙏

Welcome to Puri_THEHAVEN Channel. This channel is completely dedicated to Jagannath.. We are making a small effort to inform you about the various rituals and traditions that are held at the shrines of Shri Jagannath Temple and various deities of Puri through our channel..So your cooperation and love is our utmost desire.. Jai Jagannath ⭕❗⭕🙏🙏🙏

Puri_THEHAVEN চ্যানেলে আপনাকে স্বাগতম। এই চ্যানেলটি সম্পূর্ণরূপে জগন্নাথকে উৎসর্গীকৃত.. আমরা আমাদের চ্যানেলের মাধ্যমে শ্রী জগন্নাথ মন্দির এবং পুরীর বিভিন্ন দেব-দেবীর মন্দিরে অনুষ্ঠিত বিভিন্ন আচার-অনুষ্ঠান এবং ঐতিহ্য সম্পর্কে আপনাকে অবহিত করার একটি ছোট্ট প্রচেষ্টা করছি..⭕❗⭕🙏🙏