Divya Kathamrita (ଦିବ୍ୟ କଥାମୃତ)
ଯଦି କାଳିଆର ହସରେ ନିଜ ଦୁଃଖ ଧୋଇ ହେଇପାରିବାର ଆସ୍ଥା ଯଦି ସତ୍ୟ,
ତାର ଦୟଣାର ବାସ୍ନାରେ ଆମ ଆନ୍ଦୋଳିତ ମନରେ ରୋମାଞ୍ଚ ଯଦି ସତ୍ୟ,
ତା ଅବଢ଼ାର ମହକରେ ଯଦି ଆମ ଯୁଗ ଯୁଗର କ୍ଷୁଧା ମେଣ୍ଟିଯିବା ସତ୍ୟ,
ତା ବାଇଶି ପାହାଚରେ ଗଡିଗଲେ ସବୁ ପାପ ଧୋଇ ଯିବାର ଆସ୍ଥା ଯଦି ସତ୍ୟ ,
ତା ସ୍ଵର୍ଗ ଦ୍ଵାରରେ ଶରୀର ଲୀନ ହୋଇଗଲେ ଆତ୍ମା ମୋକ୍ଷ ପାଇଯିବାର ବିଶ୍ବାସ ଯଦି ସତ୍ୟ,
ତେଣୁ, ଲୁଣ ସଂସାରର ଅଭିମାନ,
କୋହ ତା ପାଖରେ ବାଢିବାକୁ ଯାଇଥିବା ମଣିଷ ଟିର ଆଖି ତା ଚକାଆଖି ରେ ମିଶିଗଲା ପରେ ସବୁ ଅଳି,
ଆଉ ମରିବାର ପଣ ଭୁଲିଯିବା ଯଦି ସତ୍ୟ,
ତେବେ ସେ କରୁଥିବ ଲୀଳା କଣ କେବେ ମିଛ ହୋଇପାରେ ??
ପତିତପାବନଙ୍କ ଆଗରେ ଘଟିଲା ଚମତ୍କାର..||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ଶ୍ରୀ ଜଗନ୍ନାଥ,ଶରଣାବିନ୍ଦ ଓଝା ଓ ଗୋଟେ ଟଙ୍କା..||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
କଣ କଲେ ମୃତ୍ୟୁ ମୁଖରୁ ବଞ୍ଚିବେ.. ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ମହାପ୍ରଭୁ କୋଳେଇ ନେଲେ "ମା" କୁ ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ଆନନ୍ଦବଜାରରେ ହେଲା ଅପୂର୍ବ ଲୀଳା..||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ସ୍ନାନ ପୂ୍ଣ୍ଣିମାରେ ଶ୍ରୀମନ୍ଦିରରେ ଘଟିଲା ଚମତ୍କାର .. ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
୩ ବର୍ଷର ଜ୍ଵର ଭଲ ହେଲା କେମିତି? ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ମହାରାଷ୍ଟ୍ରର କୁନିଝିଅ ପାଇଁ ଶ୍ରୀମନ୍ଦିରରେ ହେଲା ଚମତ୍କାର ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ଏହି ମା ର ହାତ ଧରି ଶ୍ରୀଜଗନ୍ନାଥ ଚାଲିଥିଲେ ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଘଟିଲା ବଡ ଚମତ୍କାର.. ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ଜଣେ ଅଶରୀର ମୁସଲମାନର ଖଣ୍ଡୁଆ.. ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ଶ୍ରୀ ଜଗନ୍ନାଥଙ୍କ ମସ୍ତକରୁ ଦୁବ କେରା ଖସି କଣ ଅଲୌକିକ ଲୀଳା ଘଟିଲା |ଡ଼ଃ. ଶ୍ରୀକାନ୍ତ ପରିଜା| Dr. Srikanta Parija
ଶ୍ରୀମନ୍ଦିର ପେଜନଳାରେ ଘଟିଲା ବଡ ଚମତ୍କାର .. || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
ଶରୀର ତତ୍ତ୍ଵରେ ମହାପ୍ରଭୁ ଶ୍ରୀଜଗନ୍ନାଥ (ଭାଗ -3) || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
ଶରୀର ତତ୍ତ୍ଵରେ ମହାପ୍ରଭୁ ଶ୍ରୀଜଗନ୍ନାଥ (ଭାଗ -୨) || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ସ୍ନାନଯାତ୍ରାରେ ଅପୂର୍ବ ଲୀଳା || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
ଶ୍ରୀ ଜଗନ୍ନାଥ ଧାମର ପତିତପାବନ ବାନାଉଡ଼ିଲା ଅମରନାଥରେ || ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ରଥଯାତ୍ରା ନଡ଼ିଆ ସେବା || କିଏ ଏ ରୁଷିଆର ଭକ୍ତ ଯାହା ପାଇଁ ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାର ପାଖରେ ଘଟିଲା ଅଲୌକିକ ଘଟଣା
ଅଣସରରେ ଆମ ମହାପ୍ରଭୁ ଅସୁସ୍ଥ - ଶରୀର ତତ୍ତ୍ଵରେ ମହାପ୍ରଭୁ ଶ୍ରୀଜଗନ୍ନାଥ .||ଡ଼ଃ. ଶ୍ରୀକାନ୍ତ ପରିଜା || Dr. Parija
ନିଜ ଚନ୍ଦନ ସେବକଙ୍କ ହାତକୁ ଗରମ ତେଲ ପୋଡ଼ାରୁ ରକ୍ଷା କରି ଦେଲେ..||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ମା'ଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ଓ ଖୁଆଇ ଦେଲେ ମହାପ୍ରସାଦ || ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ଘଟିଲା ଚମତ୍କାର ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଚକାଆଖିରେ ଧାର ଧାର ଲୁହ ବୋହିଲା|| ଡ଼ଃ. ଶ୍ରୀକାନ୍ତ ପରିଜା Dr.Parija
ଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ଘରୁ ମହାପ୍ରଭୁଙ୍କ ଦିବ୍ୟ ଶଙ୍ଖ - ଆମେରିକାର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚିଲେ କେମିତି
ସ୍ଵର୍ଗଦ୍ୱାର ପାଖ ମହୋଦଧିରେ ମହାପ୍ରଭୁ କଲେ ଚମତ୍କାର || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
Times of India ରେ Google କିନ୍ତୁ ସବୁର ପଛରେ ମହାପ୍ରଭୁ ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ମହା ବିପଦରୁ ବଞ୍ଚେଇଲ ମହାବାହୁ , ତାଙ୍କ ଚ଼ରଣରେ ଦେଲେ ସ୍ଥାନ ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ଗମ୍ଭୀରା ଭିତରେ ଯବନ ଡାକୁଛି ମହାପ୍ରଭୁ ହେ., ଆମ ବେଳର ଅନ୍ୟ ଏକ ସାଲବେଗ || ଡ଼ଃ. ଶ୍ରୀକାନ୍ତ ପରିଜା
ଘଟିଲା ବଡ ଚମତ୍କାର ଆସାମ ବାରକ୍ ନଦୀରେ ଶ୍ରୀଜଗନ୍ନାଥ ଭାସି ଆସିଲେ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
ହାଇଦ୍ରାବାଦର ଜଣେ ମୁସଲମାନଙ୍କ କୁନି ପୁଅକୁ ଶ୍ରୀଜଗନ୍ନାଥ ପୂର୍ନଜନ୍ମ ଦେଲେ..||ଡ଼ଃ. ଶ୍ରୀକାନ୍ତ ପରିଜା
କିଏ ସେ ମା ଯାହାର ହାତ ବୁଣା ଶାଢି,ଖଣ୍ଡୁଆ - ଶ୍ରୀ ଜଗନ୍ନାଥ ନିତି ପିନ୍ଧୁଛନ୍ତି...|| ଡ଼ଃ. ଶ୍ରୀକାନ୍ତ ପରିଜା