KOSLI KIRTAN

ନମସ୍କାର ଦର୍ଶକବନ୍ଧୁ ଆମର ଏହି ୟୁଟୁବ ଚ୍ୟାନେଲ କୁ ଆପଣମାନଙ୍କୁ ସ୍ୱାଗତ  କରୁଛୁ । 🎉 🎉 🎉 🎉


ଏହି ଚ୍ୟାନେଲ ର ମକସତ କଲା,ସଂସ୍କୃତି ଓ ପରମ୍ପରା

କୁ ବଞ୍ଚେଇବା ପାଇଁ ଆମର ଗୋଟେ ଛୋଟିଆ ପ୍ରୟାସ ।

ଉଦଣ୍ଡ କୀର୍ତ୍ତନ, ରଙ୍ଗୀନ କୀର୍ତ୍ତନ , ପାଲା , ସଂଚାର , ଦଣ୍ଡ ନୃତ୍ୟ , କୃଷ୍ଣଗୁରୁ , ଆଧୁନିକ କୃଷ୍ଣଗୁରୁ  , ବୈଠକି କୀର୍ତ୍ତନ , ସଂପ୍ରଦା , ପ୍ରାଣାୟନ , ଭାଗବତ ଇତ୍ୟାଦି ଏହି ଚ୍ୟାନେଲ ରେ ଦେଖି ପାରିବେ ।


🙏 🙏 🙏 🙏 🙏 🙏 🙏 🙏