Unnat jivan

Living and growing is life. ଉନ୍ନତ ଜୀବନ _ ଚାନେଲ୍ ଦ୍ଵାରା ଲୋକଙ୍କ ଜୀବନରେ ଉନ୍ନତ ଚିନ୍ତାଧାରା ଆଣିବା। ଗୁରୁ ବା ଇଷ୍ଟ ଙ୍କ ପ୍ରତି ଭକ୍ତି ସୃଷ୍ଟି କରି ଜୀବନକୁ କେଉଁ ଭଳି ଉପୋଭଗ କରିବାକୁ ହୁଏ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାର ଏକ ନୂତନ ପ୍ରୟାସ .... jayguru 🙏