Odia Jatra Jibana

ଓଡ଼ିଆ ଯାତ୍ରା ଜୀବନ YouTube Channel କୁ ଆପଣଙ୍କୁ ସ୍ୱାଗତ

ଏହି channel ରେ ଆପଣମାନେ ପୌରାଣିକ ନାଟକ ବା ମନରଞ୍ଜନ କାର୍ଯ୍ୟକ୍ରମ ଗୁଡିକ ଦେଖିପାରିବେ ତଥା: ରାମାୟଣ ମହାଭାରତ ଅପେରା ମେଲୋଡି ଓ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ନାଚ ଏପରି ପୌରାଣିକ ଓ ମନରଞ୍ଜନ ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଗୁଡିକ ଦେଖିପାରିବେ ତେଣୁ ମୋର ଏହି Odia Jatra Jibana ଚାନେଲ କୁ Subscribers କରନ୍ତୁ ଆଉ ପାଖରେ ଥିବା Bell Icon କୁ ଦବେଇ ଦିଅନ୍ତୁ |
ଆମ ସହିତ ଯୋଗାଯୋଗ କରିବା ପାଇଁ 7325868560 ଏହି ନମ୍ବର ରେ Message କରନ୍ତୁ


Facebook - Odia Jatra Jibana