Rudrakshya Television
Welcome to Rudrakshya Television Channel
ପ୍ରିୟ ଦର୍ଶକ ବନ୍ଧୁ |
ମୁଁ ତାରା ପ୍ରସାଦ ମିଶ୍ର ଆପଣଙ୍କ ମାନଙ୍କୁ ସାଦରେ ପ୍ରଣାମ ଜଣାଉଛି | ଆପଣ ମାନେ ରୁଦ୍ରାକ୍ଷ ଟେଲିଭିଜନକୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଉଛି | ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ରୁଦ୍ରାକ୍ଷ ଟେଲିଭିଯନ ସଦା ସର୍ବଦା ସଂକଳ୍ପ ବଦ୍ଧ | ଆପଣଙ୍କର ଭଲପାଇବା ଏବଂ ଆଶ୍ରିବାଦ ରହିଲେ ଆମେ ଆହୁରି ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଯଥା - ଓଡ଼ିଆ ପାଲା, ଦାସ କାଠିଆ, ପ୍ରବଚନ, ଭଜନ ଆଦି ଅନେକ ନୂଆ ନୂଆ କାର୍ଯ୍ୟକ୍ରମ କୁ ଆପଣଙ୍କ ପାଖରେ ପହଞ୍ଚେଇ ପାରିବୁ |ଯଦି ଆପଣ ଆମ ଚ୍ୟାନେଲ କୁ Subscribe କରିନାହାନ୍ତି ତେବେ ଏବେ ହିଁ Subscribe କରିନିଅନ୍ତୁ ଏବଂ ତୁରନ୍ତ ପୋଷ୍ଟ ଦେଖିବା ପାଇଁ ବେଲ ବଟମ କୁ ବ୍ୟବହାର କରନ୍ତୁ |
ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟମ ର ପ୍ରସାରଣ କରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମଶହ ଯୋଗା ଯୋଗ କରନ୍ତୁ
Rudrakshya Television, Mob. 7846871040, 7008527328
Thank You.
Channel Link : https://youtube.com/channel/UCeY5B_uZgQd4G73FHQJ2knw
Facebook Link
Facebook- Tara Prasad Mishra
https://www.facebook.com/taraprasad.mishra.1
Instagram- Taraprasadm
Mob - , 7008527328
ତୋରେ ଶରଣ ଗଲିରେ ମୁରଲୀ | ଓଡ଼ିଆ ପାଲା ଭଜନ | Super Hit Pala Bhajan | Odia Pala | Rudrakshya Television
କାହିଁକି ମୃଦଙ୍ଗ ମାଟିରେ ତିଆରି ହେଲା | ବାଦି ପାଲରେ ଦୁଇ ଵାୟକଙ୍କ ଘମାଘୋଟ ଲଢେଇ | Rudrakshya Television
ଆଦ୍ୟାଲାପରେ ଵାୟକଙ୍କ ମୃଦଙ୍ଗ କମାଲ | ସେମିତି ମଞ୍ଚକୁ ଚାହିଁ ରହିଲେ ଦର୍ଶକ | Rudrakshya Television
ଜୀବନର ସଫଳତା ପାଇଁ ମାତ୍ର 6ଟି ସୂତ୍ର ଯଥେଷ୍ଟ | ସନ୍ଥଶ୍ରୀ ନାରାୟଣ ଦାସ ଜୀ ମହାରାଜ | Rudrakshya television
କେମିତି ପାଇବେ ଚିନ୍ତାରୁ ମୁକ୍ତି | ଗାୟକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାଣି | ରାମଚରିତ ମାନସ | Rudrakshya Tv
କାହିଁକି ଜପ କରିବା କୃଷ୍ଣ ନାମ | ଗାୟକ ଅଜୟ କୁମାର ମହାଭୋଇ | Odia Pala | Rudrakshya Television
ଦର୍ଶକଙ୍କ ଅନୁରୋଧରେ ଗାଇଲେ ଝୁଲ ରେ ନୀତି ଝୁଲ | ଓଡ଼ିଆ ପାଲା ଭଜନ | କଣ୍ଠଶିଳ୍ପୀ-ରଶ୍ମି | Rudrakshya Television
ଜଗନ୍ନାଥଙ୍କୁ ଜଣାଇଲେ ଦୁଃଖ | ସବୁ ସୁଖ ଗଲାଣିରେ ସରି | ଗାୟକ ଶ୍ରୀଯୁକ୍ତ ନାରାୟଣ ସ୍ୱାଇଁ | Rudrakshya Television
କେଉଁମାନଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ | ଗାୟକ ଶ୍ରୀଯୁକ୍ତ ଅଭିରାମ ଶତପଥି | Rudrakshya Television
ଜଗନ୍ନାଥ ସଂସ୍କୃତି | କୁନି ପ୍ରବଚକ କେଶବ ଦାସ ଦ୍ଵିତୀକୃଷ୍ଣ | Kathamruta | Rudrakshya Television
କିଏ କହିପାରିବ କୃଷ୍ଣଙ୍କ ପ୍ରକୃତ ରଙ୍ଗ କଣ ? | କମେଣ୍ଟରେ ଜଣାନ୍ତୁ | ଗାୟକ ବିଶ୍ୱନାଥ ସ୍ୱାଇଁ ଏବଂ ଗାୟକ ସନାତନ ଦାଶ
ପାଲା ସଂଚାର | ଭୀମ ଭାଇଙ୍କ ମୃଦଙ୍ଗ ବାଦ୍ୟ | Odia Pala | gayak Biswanath Swain | Rudrakshya Television
ଆଲୋଚନାରେ ଜଗନ୍ନାଥ ସଂସ୍କୃତି | କୁନି ପ୍ରବଚକ କେଶବ ଦାସ ଦ୍ଵିତୀକୃଷ୍ଣ | Kathamruta | Rudrakshya Television
ବଖାଣିଲେ ଜଗନ୍ନାଥଙ୍କର ଅନେକ ଗୁପ୍ତ ତଥ୍ୟ | କୁନି ପ୍ରବଚକ କେଶବ ଦାସ ଦ୍ଵିତୀକୃଷ୍ଣ | Rudrakshya Television
ମାଧବ ଦାସ କେମିତି ପୂଜାକରି ଜଗନ୍ନାଥଙ୍କୁ ପାଇଲେ | କୁନି ପ୍ରବଚକ କେଶବ ଦାସ ଦ୍ଵିତୀକୃଷ୍ଣ | Rudrakshya Television
ବଡଦାଣ୍ଡକୁ ଥରେ ଚାହାଁରେ ମନ | ଜଗନ୍ନାଥ ଭଜନ | ଗାୟିକା ମନୋରମା ବେହେରା | Odia Kritan | Rudrakshya Television
ଭୁବନେଶ୍ୱର ମଞ୍ଚରେ ଗାଇଲେ ଚଉଦ ଅକ୍ଷରୀ ଦର୍ଶକ କଲେ ଭୁରି ଭୁରି ପ୍ରଶଂସା | ଗାୟିକା ମନୋରମା ବେହେରା | Odia Kritan
ଭୁବନେଶ୍ୱର ମଞ୍ଚରେ ଗାଇଲେମନ ମୋହନ ହେ ମୁଁ କି ତୁମ୍ଭର ନୁହଇଁ | ଗାୟିକା ମନୋରମା ବେହେରା | Rudrakshya Television
Odia Pala | Gayak Harihara Panigrahi | Full Pala | Odia Pala | Rudrakshya Television
ମହାଭାରତ ସମୀକ୍ଷା | ଭାଗ -7 | ଗାୟକ ଚନ୍ଦ୍ର ଶେଖର ପାଢ଼ୀ ଏବଂ ଗାୟକ ନିରଞ୍ଜନ ସ୍ୱାଇଁ | Rudrakshya Television
ଦର୍ଶକଙ୍କ ଅନୁରୋଧରେ ଗାଇଲେ ଚମ୍ପକ ବରନାରେ | ଗାୟକ ଯୁବସମ୍ରାଟ ନୃସିଂହ ହୋତା ଏବଂ ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାଶ
ମହାଭାରତ ସମୀକ୍ଷା | ଭାଗ -6 | ଗାୟକ ଚନ୍ଦ୍ର ଶେଖର ପାଢ଼ୀ ଏବଂ ଗାୟକ ନିରଞ୍ଜନ ସ୍ୱାଇଁ
କର୍ଣ୍ଣ ଦେଲେ ଗୁରୁ ଦକ୍ଷିଣା | ମହାଭାରତ ସମୀକ୍ଷା | ଭାଗ -5 | ଗାୟକ ଚନ୍ଦ୍ର ଶେଖର ପାଢ଼ୀ ଏବଂ ଗାୟକ ନିରଞ୍ଜନ ସ୍ୱାଇଁ
ବାପା ମା ଙ୍କୁ ସମ୍ମାନ ନଦେଲେ କଣ ହୁଏ | ମହାଭାରତ ସମୀକ୍ଷା | ଗାୟକ ଚନ୍ଦ୍ର ଶେଖର ପାଢ଼ୀ ଏବଂ ଗାୟକ ନିରଞ୍ଜନ ସ୍ୱାଇଁ
କାହିଁକି ନାମ ହେଲା କର୍ଣ୍ଣ | ମହାଭାରତ ସମୀକ୍ଷା | ଭାଗ -3 | ଗାୟକ ଚନ୍ଦ୍ର ଶେଖର ପାଢ଼ୀ ଏବଂ ଗାୟକ ନିରଞ୍ଜନ ସ୍ୱାଇଁ
ଗୁରୁ ପାଦ ପଦ୍ମ ନୌକା | ଠାକୁର ଅଭିରାମ ପରମହଂସ ଦେବ ଭଜନ | ଗାୟକ ଚନ୍ଦ୍ର ଶେଖର ପାଢ଼ୀ | Rudrakshya Television
ଭାଇ ଭାଇର ହେଲେ ଭିନ୍ନ | ମହାଭାରତ ସମୀକ୍ଷା | ଭାଗ - 2 | ଗାୟକ ଚନ୍ଦ୍ର ଶେଖର ପାଢ଼ୀ ଏବଂ ଗାୟକ ନିରଞ୍ଜନ ସ୍ୱାଇଁ
ଏଇଠୁ ଆରମ୍ଭ ହେଲା ମହାଭାରତ ସମୀକ୍ଷା | ଭାଗ-1| ଗାୟକ ଶେଖର ପାଢ଼ୀ ଏବଂ ଗାୟକ ନିରଞ୍ଜନ ସ୍ୱାଇଁ | Rudrakshya Tv
କର୍ମେ ଯିଏ ନର କର୍ମ ଏକା ତାର | ଗାୟକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ପାଢ଼ୀ ଏବଂ ଗାୟକ ଶ୍ରୀଯୁକ୍ତ ନିରଞ୍ଜନ ସ୍ୱାଇଁ
ଲିଭି ଆସେ ଯାଉ ଜୀବନ ପ୍ରଦିପ | ପାଲା ଭଜନ | ଗାୟକ କୌସ୍ତୁଭ ରବୀନ୍ଦ୍ର ସାମନ୍ତରାୟ | Rudrakshya Television