Baba Vlog Odia

🌾 ଏମୋ channel କୁ ସ୍ୱାଗତମ୍!
ଏଇ channel ରେ ମୁଁ ମୋ ଦିନକିଆ ଘରୋଇ ଜୀବନ, ଫାର୍ମିଙ୍ଗ vlog, ଚାଷବାଡ଼ି ଟିପ୍ସ, ବିଭିନ୍ନ ଫସଲ ଚାଷ ପ୍ରକ୍ରିୟା, ଫଳ-ସବ୍ଜି ଚାଷ, ଏବଂ ଖେତିବାଡ଼ୀ ସମ୍ବନ୍ଧୀୟ ଦରକାରୀ ଜାଣିବା ଯୋଗ୍ୟ ତଥ୍ୟ ଭିଡିଓ ମାଧ୍ୟମରେ ସେୟାର୍ କରେ।