AMRITAA
ନମସ୍କାର 🙏
ମୁଁ ଅମ୍ରିତା
ଆପଣ ସମସ୍ତଙ୍କୁ ମୋ ଚାନେଲ୍ ରେ ବହୁତ୍ ବହୁତ୍ ସ୍ବାଗତ !!
ମୋତେ ରୋଷେଇ କରିବା ବହୁତ୍ ପସନ୍ଦ, ମୋର ଏଇ ଚାନେଲ୍ ରେ ଆପଣ ମାନେ ବିଭିନ୍ନ ପ୍ରକାର ର ଖାଇବା ଯେମିତି ଓଡ଼ିଆ , ଇଣ୍ଡିଆନ୍ , ଚାଇନିଜ୍ ଦେଖି ପାରିବେ ଆଉ ଶିଖି ମଧ୍ୟ ପାରିବେ।ରୋଷେଇ ପ୍ରଣାଳୀ କୁ କେମିତି ସହଜ ଏବଂ କମ୍ ସାମଗ୍ରୀ ରେ କରି ହେବ ସେ ସବୁ ବି ଏଇ ଚାନେଲ୍ ରେ ଜାଣି ପାରିବେ, ଆଉ ତା ସହ ରୋଷେଇ ପାଇଁ କିଛି ଖାସ୍ ଟିପ୍ସ ବି ଜାଣି ପାରିବେ।
ମୁଁ ପ୍ରତ୍ୟେକ ସପ୍ତାହ ରେ ଦୁଇଟି ଲେଖାଏଁ ଭିଡିଓ ଅପଲୋଡ କରେ। ଚାନେଲ୍ କୁ ସବ୍ସକ୍ରାଇବ୍ କରିକି ପାଖରେ ଥିବା 🔔 ବେଲ୍ ଆଇକନ୍ କୁ କ୍ଲିକ୍ କରନ୍ତୁ ମୋ ଭିଡିଓ ସର୍ବ ପ୍ରଥମେ ଦେଖିବା ପାଇଁ।
ଧନ୍ୟବାଦ୍ 🥰
ଲାଇକ୍ 👍 ସେୟାର💌 ସବ୍ସକ୍ରାଇବ୍ 👆 କମେଣ୍ଟ ✍️
Hello 👋
I am Amritaa
Welcome to my channel !!
I really like to cook, in my channel you can find and learn odia, indian, chinese recepies very easily. In my channel you can also get to know how to cook easily with less or limited ingredients along with some cooking tips.
I upload two videos per week. Subscribe to my channel and press the 🔔 bell icon for latest updates.
Thank you 🥰
Like👍 Share💌 Subscribe 👆 Comment✍️
ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼ ଘରେ ବନେଇଛେ|Chenna Poda|Odia Recipe|Chennapod|AMRITAA
ରସ୍ ଗୁଲା|ରସଗୋଲା|ଛେନା ରସଗୋଲା|Rasgulla Recipe|Chenna Rasgulla|Rasagola|Odia Recipe
ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ଆମ୍ବିଳ/ଲେଥା❗️Ambila Recipe❗️Letha Recipe❗️Ambila Recipe Odia
ବଳକା ଭାତ ରେ ତିଆରି ସ୍ବାଦିଷ୍ଟ ଜଳଖିଆ ଓ ରାଗ ଚଟଣୀ|Leftover rice recipe|Breakfast Recipe|Odia Recipe
୫ ମିନିଟ୍ ରେ ମାର୍କେଟ୍ ପରି ଚକ୍ଲେଟ୍ ଘରେ ତିଆରି କରନ୍ତୁ|5 Minutes Chocolate Recipe|Make chocolate at home
କଢ଼ାଇ ପନିର୍ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ୍ ପରି|Kadhai paneer with gravy|Kadhai paneer recipe|Odia recipe
ଖାସି ମାଂସ ଆଳୁ ଝୋଳ।Khasi mansa jhola|Mutton curry|Mutton recipe in pressure cooker|Mutton recipe
ଫାଷ୍ଟ୍ ଫୁଡ୍ ଦୋକାନ ଭଳି ବନ୍ଧା କୋବି ମଞ୍ଚୁରିଆନ୍|Manchurian|Manchurian recipe odia|Manchurian gravy
ରଜ ପୋଡ଼ ପିଠା|ଚାଉଳ ଜନ୍ତା ପୋଡ଼ ପିଠା|Poda pitha odia recipe|Poda pitha
କେବଳ ୩୦ ମିନିଟ୍ ରେ ତିଆରି କରନ୍ତୁ ମିଠା ଆମ୍ବ ଆଚାର ଆଉ ବର୍ଷେ ଯାଏ ଖାଆନ୍ତୁ|Mitha amba achara recipe|Achara
କୁଡୁମୁଡ଼ିଆ ଭୋଜି ପରିକା କ୍ରିସ୍ପି ପଣସ କଠା ଚିପ୍ସ୍|Panasa Chips Recipe Odia|Jackfruit Chips Recipe
ପାଚିଲା କଦଳୀ ବରା|Gulugula|Atta kadali gulugula|Gulugula recipe odia|Atta gulugula recipe odia
ପୂଜା କିମ୍ବା ବ୍ରତ ଦିନ ପାଇଁ ସାଗୁ ବରା|Sagu bara recipe|Sagu bara|Sagu bara odia recipe
ସକାଳ ର ଜଳଖିଆ ପାଇଁ ବନାନ୍ତୁ ଟମାଟୋ ପରଟା|Tomato paratha recipe odia|Paratha Recipe|Breakfast recipe odia
ଭୋଜି ପରିକା ଆମ୍ବ ଖଟା ବିନା ପିଆଜ ରସୁଣ ରେ|Amba khatta recipe|Amba khatta odia recipe|Amba khatta oriya
ବିନା ପିଆଜ ଓ ରସୁଣ ରେ ତିଆରି ସାମ୍ବର୍|Sambar Recipe Without Onion & Garlic|Sambar Recipe Odia|Sambar
ଭାତ ସହିତ ଏମିତି ଚଣା ଆମ୍ବିଳ ମିଳି ଯିବ ତ ଆଉ କିଛି ଦରକାର ନାହିଁ|Ambhila recipe in odia|Burla Chana Ambhila
Tanka Torani : An authentic odia delicacy|ଟଙ୍କ ତୋରାଣି|Tanka torani recipe|Tanka torani puri
ପାଲୁଅ ଜାଉ କିମ୍ବା ପାଲୁଅ ତିଖିରି|Pudding recipe|Palua recipe|Palua recipe in odia|Palua tikhiri recipe
କଦଳୀ ଭଣ୍ଡା ତରକାରୀ ସ୍ଵାଦ ପୁରା ଛତୁ ତରକାରୀ ଭଳି|Kadali bhanda recipe in odia|Kadali fulara tarkari
ପାମ୍ପୁଡ଼ି ଚାଟ୍ ବନେଇବା ପାଇଁ ଘରେ ସହଜରେ ପାମ୍ପୁଡ଼ି ତିଆରି କରନ୍ତୁ|Pampudi odia recipe|Papdi recipe|Pampudi
ଚିଲ୍ଲି ଛତୁ ଏକଦମ୍ ହୋଟେଲ ବା ରେଷ୍ଟୁରାଣ୍ଟ ଭଳି|Chilli mushroom recipe in odia|Chilli mushroom dry recipe
୧ ଲିଟର କ୍ଷୀର ରେ ତିଆରି କରନ୍ତୁ ମାର୍କେଟ୍ ପରି କୁଲ୍ଫି|Kulfi|Kulfi recipe odia|Icecream recipe odia
ଓଡ଼ିଆ ଘରର କଖାରୁ ଫୁଲ ଭଜା|Kakharu fula bhaja|Pumpkin flower fry
ପଣା ସଂକ୍ରାନ୍ତି ଉପଲକ୍ଷେ ୪ ପ୍ରକାରର ପଣା (ଗୁଡ଼ ପଣା, ବେଲ ପଣା,କଞ୍ଚା ଆମ୍ବ ପଣା,ଦହି ପଣା)|4 Types of Panna
ନା ସୋଡ଼ା,ଇନୋ,ଦହି ଲାଗିବ କେବଳ ୧୦ ମିନିଟ୍ ରେ ତିଆରି ହବ କଦଳୀ ଅଟା ମାଲପୁଆ|Malpua recipe|Malpua recipe odia
ଇଟିଲି,ଦୋସା,ବରା ସହିତ ଖାଇବା ପାଇଁ ସାମ୍ବର୍|Sambar recipe|Sambar odia recipe|Sambhar recipe|Sambhar
ଓଡ଼ିଆ ଘରର ଦେଶୀ କୁକୁଡ଼ା ଝୋଳ|Desi chicken curry|Desi chicken curry recipe odia|Chicken recipe|Recipe
ଅଟା ରେ ତିଆରି କରନ୍ତୁ ଏକ୍ ଦମ୍ ରୋଡ୍ ସାଇଡ୍ ପରି ଗୁପ୍ ଚୁପ୍|Atta Gupchup|Gupchup recipe odia|Golgappe
ପୋହଳା ମାଛ ବେସର ଝୋଳ|Pohala macha tarkari|Pohala macha besara recipe|Pohala macha recipe|Pohala macha