Education House

Hello everyone!
Welcome to our YouTube channel Education House 🙏🥰.


👉 ଏଠାରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ବହିର ପ୍ରଶ୍ନ ଉତ୍ତର (Question answer)ଅତି ସହଜ ଏବଂ ସରଳ ଭାଷାରେ ଦେଖିବାକୁ ମିଳିବ ।
👉ଏହା ସହିତ Basic knowledge of computer ବିଷୟରେ ମଧ୍ୟ ଶିକ୍ଷା ଦିଆଯିବ |


ଯଦି ଆପଣମାନଙ୍କୁ video ଗୁଡ଼ିକ ଭଲ ଲାଗୁଥାଏ | Video ଗୁଡ଼ିକୁ Like, shear, subscribe ନିଶ୍ଚିତ ଭାବରେ କରିବେ ବୋଲି ମୋର ବିଶ୍ବାସ ରହିଛି।
ଧନ୍ୟବାଦ🙏