Laxminarayan Pala Beherapali

ଷ୍ଟାରଟିଙ୍ଗ ଗୀତ ବେହେରାପାଲି ପାଳା ପାର୍ଟି // କୀର୍ତି ପଧାନ 9770474155
www.youtube.com/@Satyanarayanpala546

ହେଲ୍ଲୋ FRIENDS,
ଆପଣମାନଙ୍କୁ ଆମ YOUTUB CHHANEL କୁ ସ୍ୱାଗତ ଜଣାଉଛୁ I ବେହେରାପାଲି ପାଲା ପାର୍ଟୀର ମୁଁ କୀର୍ତ୍ତୀ ପଧାନ ( ରାମଲାଲ, ଅନୀ, ପ୍ରଦୀପ, ସାରଜିତ ) ଆମ ଚ୍ୟାନାଲ ତରଫରୁ ଆପଣମାନଙ୍କୁ ଅଷେଶ ଅଷେଶ ଧନ୍ୟବାଦ I ଆମର ଆଶା ଏବଂ ଭରଷା ଆପଣମାନଙ୍କର ଆଶିର୍ବାଦ ଯୋଗୁଁ ଆମର ଏମିତି ପାଲା କାର୍ଯ୍ୟକ୍ରମ ଚାଲିଥାଉ I ଆଉ ଆମେଭି ଚେଷ୍ଟା କରିବୁ କି କେମିତି ପ୍ରକାରେ ଆପଣମାନଙ୍କୁ ଆନନ୍ଦୀତ ଏବଂ ମନଲୋଭା କରିପାରିବୁ ତାହା ମନେରଖି କାର୍ଯ୍ୟ କରିବୁ I
ଏମିତି ଆପଣଙ୍କର ପାଲା ପ୍ରତି ଭଲପାଇବା ରହିଥାଉ ଏବଂ ଭଗବାନଙ୍କ ଆଷିର୍ବାଦରୁ ଆପଣଙ୍କର ପରବାର ଶୁକରେଝ ଆପଣଙ୍କଥାନ୍ତୁ I
।। ଓମ ସତ୍ୟନାରାୟଣାୟ ନମୋ ନମହ ।।