Gopal Vlogs

ମୋ ନାଁ ଗୋପାଳ ଚନ୍ଦ୍ର ସ୍ୱାଇଁ। ଆମ ଗାଁ କେନ୍ଦ୍ରାପଡ଼ା ଜିଲ୍ଲାର ଭଗବାନପୁର। ପ୍ରତ୍ୟେକ ଦିନ ଆପଣଙ୍କୁ ଏହି Channel ରେ ଆମ ଗାଁ ଠୁ ନେଇ ସହର ପର୍ଯ୍ୟନ୍ତ ଯାହା ବି ମୋ ସହିତ ଘଟୁଛି ଭିଡିଓ ମାଧ୍ୟମ ରେ ଦେଖିବାକୁ ପାଇବେ। ଯୋଉଥିରେ ବହୁତ୍ ସାରା ବୁଲା ବୁଲି ସହ ମଜା ମସ୍ତି ରହିବ। ସେଥିପାଇଁ ମୋ ସହ ଯୋଡ଼ି ହୋଇରହିବା ପାଇଁ Channel କୁ Subscribe କରି ରଖନ୍ତୁ।