Mini Vloger lina

ଜୟ ଜଗନ୍ନାଥ 🙏
ଆପଣମାନଙ୍କୁ ମୁଁ ମୋ ଚ୍ୟାନେଲକୁ ସ୍ବାଗତ କରୁଛି☺️
ମୋ ନାଁ ଲିନା, ମୋ ଘର 🏠 ମୟୂରଭଞ୍ଜ ଜିଲ୍ଲା ବେତନଟୀ ଜଗନ୍ନାଥ ମନ୍ଦିର ପାଖରେ, ମୁଁ ମୋ ଭିଡିଓ ମାଧ୍ୟମରେ ମୋର ପ୍ରତିଦିନ କାର୍ଯ୍ୟକଳାପ ବିଷୟରେ ଆପଣମାନଙ୍କୁ ଦେଖେଇବାକୁ ଚେଷ୍ଟା କରେ 😊❤️ ଆପଣମାନେ ମୋ ଭିଡିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ୍ 🙏