Devansh Babu 10k views

🙏 ଜୟ ଶ୍ରୀକୃଷ୍ଣ | ଜୟ ଜଗନ୍ନାଥ | ରାଧେ ରାଧେ 🙏
ପ୍ରିୟ ଭକ୍ତଗଣଙ୍କୁ ଆମର କୀର୍ତ୍ତନ ଓ ଭଜନ YouTube Channel ରେ ହାର୍ଦ୍ଦିକ ସ୍ବାଗତ ଜଣାଉଛୁ।
ଆମ channel ଭକ୍ତି ରସ, ଶ୍ରଦ୍ଧା, ପ୍ରେମ ଓ ଆଧ୍ୟାତ୍ମିକତାର ଏକ ପବିତ୍ର ମଞ୍ଚ ଯେଉଁଠାରେ ଆପଣମାନେ ପାଇପାରିବେ—

🎤 କୀର୍ତ୍ତନ | ଭଜନ | ସଂକୀର୍ତ୍ତନ | ଜଗନ୍ନାଥ ଭଜନ | ଶ୍ରୀକୃଷ୍ଣ ଭଜନ | ସମ୍ବଲପୁରୀ ଭଜନ | ନୂଆ ଭକ୍ତି ସଙ୍ଗୀତ

ଆମର ଉଦ୍ଦେଶ୍ୟ ହେଉଛି
ପ୍ରଭୁଙ୍କ ନାମ, ଭକ୍ତି ଓ ଶାନ୍ତିର ସନ୍ଦେଶ ପ୍ରତିଟି ଘରକୁ ପହଞ୍ଚାଇବା ଓ ମନକୁ ଆନନ୍ଦ ଦେବା।

💠 Channel re apana payibe:
✔ ଶ୍ରୀକୃଷ୍ଣ ଭଜନ
✔ ମହାପ୍ରଭୁ ଜଗନ୍ନାଥ ଭଜନ
✔ ରାଧା କୃଷ୍ଣ ପ୍ରେମ କୀର୍ତ୍ତନ
✔ ସମ୍ବଲପୁରୀ କୀର୍ତ୍ତନ
✔ Live Kirtan Programme
✔ Odia Devotional New Song

ଯଦି ଆମର ଭିଡିଓ ଆପଣଙ୍କୁ ଭଲଲାଗେ —
👍 Like କରନ୍ତୁ
💬 Comment କରି ଭକ୍ତିମୟ ପ୍ରେମ ଦେଖାନ୍ତୁ
🔔 Channel କୁ Subscribe କରନ୍ତୁ ଓ Bell icon କୁ on ରଖନ୍ତୁ
ଯାହାଦ୍ୱାରା ନୂଆ ଭଜନ ସବୁଠାରୁ ପ୍ରଥମେ ଆପଣଙ୍କୁ ପହଞ୍ଚିବ 🌸

📌 ଭକ୍ତିର ସନ୍ଦେଶ:
ପ୍ରଭୁଙ୍କ ନାମ ସବୁଠୁ ବଡ଼ ସାହାରା — ଏବଂ
“ନାମ ଜପ କରିବାରୁ ବଡ଼ ପୁଣ୍ୟ କିଛି ନାହିଁ।” 🙏

🔹 Daily Bhakti Video ପାଇଁ ନିୟମିତ ଭାବରେ ଆମ Channel ସହିତ ଯୁକ୍ତ ରୁହନ୍ତୁ
🙏 ହରି ବୋଲ | ଜୟ ଜଗନ୍ନାଥ | ଜୟ ଶ୍ରୀକୃଷ୍ଣ 🙏