GK ODISHA

ଜୟ ଜଗନ୍ନାଥ 🙏 .......🙏 ( ମହାପ୍ରଭୁ )

( GK ODISHA ) ୟୁଟୁବ ଚାନେଲ ରେ ଆପଣ ମାନଙ୍କୁ ଅନେକ ଅନେକ ସ୍ବାଗତ ........

ମୁଁ Susanta Kabi ଓଡ଼ିଶା ର କଟକ ଜିଲ୍ଲାର ଏକ ଛୋଟ ଗ୍ରାମରେ ( କକୁଡ଼ିଆପଡା ) ରେ ମୋର ଜନ୍ମସ୍ଥାନ ,

ମୁଁ ସବୁବେଳେ ପ୍ରୟାସ କରେକି ଯେମିତି ମୋର 100% ଦେବା ପାଇଁ
ଯେମିତି ଆପଣ Exam's ରେ ଭଲ ମାର୍କ ରକି ଗୋଟିଏ ଭଲ ସରକାରୀ ଚାକିରୀ କରନ୍ତୁ ଏବଂ ନିଜ ନିଜ ପରିବାର ସହିତ ଖୁସିରେ ରୁହନ୍ତୁ ,

ଏବଂ ସବୁବେଳେ ମନେ ରଖିଥିବେ ଆମେ ଆମ ସ୍ବପ୍ନ ପାଇଁ ଲଢ଼ୁନେ ଆମେ ଆମ ବାପା ଆଉ ମାଆଙ୍କ ସ୍ବପ୍ନ ପୂରଣ କରିବା ପାଇଁ ଲଢ଼ୁଛେ,
ଦୁନିଆରେ ସମସ୍ତ ବାପା ମାଆ ଚାହାନ୍ତି ପୁଅ ମୋର ଗୋଟେ ସରକାରୀ ଚାକିରୀ କରୁ ଆଉ ଯେଉଁ ମାନେ ଆମକୁ ନିଚ୍ଚ ଦୃଷ୍ଟିରେ ଦେଖୁଥିଲେ ସେମାନଙ୍କୁ ଜବାବ୍ ଦେବାର ଅଛି ,

ଆମେ ଭଗବାନ ଙ୍କୁ ଦେଖିନେ କିନ୍ତୁ ଆମକୁ ଯିଏ ଦୁନିଆକୁ ଆଣିଛନ୍ତି ସିଏ ଆମ ପାଇଁ ଜୀବନ୍ତ ଦେବତା ତାଙ୍କୁ ଯେତେ ଦୁଃଖ ଆଉ କଷ୍ଟ ଆସୁନା କାହିଁକି ଆମେ ସାମ୍ନା କରିବା ଆଉ ତାଙ୍କୁ ଖୁସିରେ ରଖିବା ଆଉ ନୂଆ ପରିଚୟ ଦେବା..........

ଜୟ ଜଗନ୍ନାଥ ମହାପ୍ରଭୂ 🙏🙏🙏