ଜଗନ୍ନାଥ ସଂସ୍କୃତି
ନୀଳାଚଳ ନିବସାୟ ନିତ୍ୟାୟ ପରମତ୍ମନେ
ବଳଭଦ୍ର ସୁଭଦ୍ରାଭ୍ୟମ୍ ଜଗନ୍ନାଥାୟତନମଃ
ଜଗନ୍ନାଥ ସଂସ୍କୃତି YouTube channel କୁ ଆପଣମାନଙ୍କୁ ସ୍ଵାଗତ। ଏହି channel ଟି ଆଷାଢ଼ ମାସ ଶୁକ୍ଳ ପକ୍ଷ ତୃତୀୟ ତିଥି ଇଂରାଜୀ ୨୦୨୫ ମସିହା ଜୁନ୍ ମାସ ୨୮ ତାରିଖରେ YouTube ରେ ଖୋଲାଯାଇଥିଲା।
ଏହି channal କୁ ସ୍ମୁତି ରଞ୍ଜନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି।
୨୦୨୫ ମସିହା ର ରଥଯାତ୍ରା ର ପରଦିନ ଏହି chennal ଟି YouTube ରେ ଖୋଲାଯାଇଥିଲା।
ଏହି channel ରେ ଜଗନ୍ନାଥ ଙ୍କ ସମ୍ବନ୍ଧିୟ ଭିଡିଓ ଦେଖିପାରିବେ। ପ୍ରାଚୀନ କଳା,ବୁଡି ଯାଇଥିବା ସଂସ୍କୃତି,ପରମ୍ପରା ସହ ଆମ ନୂତନ ପରିବେଶ, ଲୋକ କଳା , ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଭିଡିଓ ମାଧ୍ୟମରେ ଉପଭୋଗ କରିପାରିବେ। ବୋଲଗଡ ଅଞ୍ଚଳର ବିଭିନ୍ନ ଜାନି ଯାତ୍ରା ସହ ପୂଜା ପର୍ବାଣୀ କୁ ଦେଖି ପାରିବେ। ବୋଲଗଡ ଅଞ୍ଚଳରେ ଆମ ସଂସ୍କୃତି କୁ ନେଇ କିପରି ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୌରାଣିକ କଥା କୁ ନେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିପାରିବେ।
Jay Jagannath Owner of Jagannath Sanskruti YouTube channel Smrutiranjan pattanayak
Village- Bolgarh, Khordha,Odisha
Jay Nanda lala Jay Gopala।Hindi Krisna Bhajan।Singer-SmrutiRanjan Pattanayak। Director-Sanu Sir।
Boat making Idea।Boita making for kartika Purnama।Cardboard box to boat making। Simple Boat making।
Happy Diwali🥳🥳। Diwali special video। ବଡ଼ବଡୁଆ ହେ -----। ସଂପୂର୍ଣ୍ଣ ବିଧି। #jagannathsanskruti #diwali
ଗଡୁଆ ଟୋକାଙ୍କ ଭୟଙ୍କର ନାଚ🔥।ବିଦାୟ ନେଇଛନ୍ତି ମା😭।ମା ଶ୍ୟାମା କାଳୀଙ୍କ ଭସାଣି ଉତ୍ସବ2025।କାଳୀ ପୂଜା କମିଟି ବୋଲଗଡ।
ଶତାବ୍ଦୀ ଉଦଘାଟନ ଉତ୍ସବ🥳🥳। Rss🚩🚩। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ । ବୋଲଗଡ ଖଣ୍ଡ। ପଥ ସଞ୍ଚାଳନ।ବିଜୟା ଦଶମୀ।
ପାଇକ ଆଖଡ଼ା 😱😱।ଦଶହରା ଖଡ୍ଗ ଶୋଭାଯାତ୍ରା।Dalabehera sahi। Bolgarh।Paeka akhada। Dasahara Spesal।
🔥ବ୍ୟାଚ ଫିଷ୍ଟ୍ ରେ ଘଟିଲା କିଛି ଏମିତି🔥।Baman high school Bolgarh। 2024-25 batch Feast। ମା ଭୁୟାଁଣୀ ପୀଠ।
ଶାରଦୀୟ ଦୁର୍ଗାପୂଜା।ବୋଲଗଡ। ସମସ୍ତ ପୂଜାମଣ୍ଡପ।Bolgarh Durga Puja 2025 |ସମସ୍ତ ମଣ୍ଡପର ଅଦ୍ଭୁତ ସଜାଣା ଓ ଦର୍ଶନ।
Dukhi phere jebe deula duaru।Odia Sai Bhajan। Voice- Smrutiranjan pattanayak। Jagannath Sanskruti।
Jenu Hata Karuthai Papa।। Odia Jagannath Bhajan।। Bhajan Sandhya।। Voice - Smrutiranjan pattanayak।
ବିଶ୍ଵକର୍ମା ପୂଜା। ବୋଲଗଡ। "✨ବିଶ୍ୱକର୍ମା ପୂଜା 2025 | ରଙ୍ଗିନ ଉତ୍ସବ ଓ ଭକ୍ତିର ଅଦ୍ଭୁତ ଦୃଶ୍ୟ|Biswa KarmaPuja।
Bolgarh। Song।Bolgarh Mahotsav। 3D Song। Use headphone 🎧। Bolgarh Mahotsav 2025।
ଆମ ସାହି ଭସାଣୀ।Maa ramachandi jubakSangha।Bolgarh Ganesh visarjan।LuckyV3 dj।ଗଡୁଆ ଟୋକାଙ୍କ ଭୟଙ୍କର ନାଚ।
Bolgarh।Banika Maha Sangh।Ganesh visarjan। ସମ୍ବଳପୁରୀ ବାଜା ରେକମ୍ପିଲା ବୋଲଗଡ। ଭସାଣୀ ବେଳେ ଲାଗିଗଲା ନିଆଁ🔥।
Jagannath Sanskruti YouTube studio ରେ ପାଳିତ ହେଲା ଗଣେଶ ପୂଜା। Ganesh puja। Sampurna video।#ganeshpuja
BAMAN High school Bolgarh। 79th independence day celebration। Ncc,jrc, Ghosh,Scout and guide Parade।
Baman High school Bolgarh। Annual function 2025। Swagat Sangita। 83th annual function। #highschool
ନିଳାଦ୍ରୀ ବିଜେ।ନବ ଦିନାତ୍ମକ ଯାତ୍ରା ସାରି ରତ୍ନବେଦିକୁବାହୁଡିଲେ ଚାରି ଠାକୁର।Bolgarh rath।jagannath Sanskruti
ଅଧର ପଣା।ଭଙ୍ଗାହେଲା ମହାପ୍ରଭୁଙ୍କ ଅଧରପଣା ହାଣ୍ଡି। ବୋଲଗଡ଼ ରଥ।Bolgarh rath।Jagannath Sanskrut। JayJagannath
ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା।।ବୋଲଗଡ଼ ରଥ।।Bahuda Yatra / Bolgarh rath/ jagannath Sanskruti।JayJagannath।
ତିନି ରଥ କୁ ଚାରି ଠାକୁରଙ୍କ ପହଣ୍ଡି ବିଜେ। Bolgarh rath।