Historical Village Boita
ଓଡିଶା ଇତିହାସର ପୁରାତନ ନୌବାଣିଜ୍ୟ କିମ୍ବଦନ୍ତୀ କୁ ବହନ କରି ଆସୁଥିବା ବୋଇତା ଗାଁ, ଯାହାର ଇତିହାସରେ ନାହିଁ ନାଁ | BOITA, BALASORE. ODISHA, INDIA which is commonly known as BOITAADI (BOITA AADI) has more than 700 years of rich cultural history. This village has a great historical and cultural potential during Gupta Dynasty .That time in Kalinga, Boitas were large boats used for the purpose of trade. Ancient Oriental traders sailed from Kalinga to distant lands such of Sri Lanka and South-East Asia, mostly to Java, Sumatra and Bali for trade. During the time of British rule, it was written as BOITA in English but it was pronounced in Odiya as Boitaa. Of course now this village is known as Boita according to the Government’s Revenue Department.
ବୋଇତା ଗାଁର ଲୋକମାନେ କଳିଙ୍ଗ ସାମ୍ରାଜ୍ୟ ସମୟରେ ମୁଖ୍ୟତଃ ସରୁ ଚାଉଳ, ମାଟି ତିଆରି ବହୁ ଆବଶ୍ୟକୀୟ ଉପକରଣ, ତାଳ ଗଛ ଏବଂ ପତ୍ରରୁ ତିଆରି ସୁନ୍ଦର ସୁନ୍ଦର ହସ୍ତକର୍ମ ତଥା ବେତ ଓ ବାଉଁଶରୁ ତିଆରି ବହୁ ଜିନିଷ ବିଦେଶକୁ ରପ୍ତାନି କରୁଥିଲେ |
ବୋଇତା ଗ୍ରାମବାସୀଙ୍କ ଐତିହାସିକ ମତାମତ ସହିତ ଗ୍ରାମର ସମ୍ପୂର୍ଣ ଇତିହାସ - ନୂତନ ସଂସ୍କରଣ
ओडिशा के बोईता गाँव की प्राचीन समुद्री व्यापार की इतिहास
Ancient Maritime Spirit of Odisha's Historical Village Boita - Reviving Heritage & Ecotourism Dream
ଐତିହାସିକ ଗ୍ରାମ ବୋଇତାରେ ୩୦ତମ ଅଷ୍ଟ ପ୍ରହର ନାମଯଜ୍ଞ-୨୦୨୫, ନଗର କୀର୍ତ୍ତନ ପରେ ଦଧିହାଣ୍ଡି ଭଞ୍ଜନ
#astaprahara_sankirtana#ଐତିହାସିକ ଗ୍ରାମ ବୋଇତାରେ ୩୦ତମ ଅଷ୍ଟପ୍ରହର ନାମଯଜ୍ଞ -୨୦୨୫ ନଗର କୀର୍ତ୍ତନ ଦ୍ଵିତୀୟ ଭାଗ
#astaprahara_nagarakirtan #ଐତିହାସିକ ଗ୍ରାମ ବୋଇତାରେ ୩୦ତମ ଅଷ୍ଟପ୍ରହର ନାମଯଜ୍ଞ ୨୦୨୫ ନଗର କୀର୍ତ୍ତନ ପ୍ରଥମ ଭାଗ
#Astaprahara_Midnight_Kirtan - ଐତିହାସିକ ଗ୍ରାମ ବୋଇତାରେ ୩୦ତମ ଅଷ୍ଟ ପ୍ରହର ନାମଯଜ୍ଞ _ ମଧ୍ୟ ରାତ୍ରିର ହରି ନାମ
#Bhandara_24_hours_annadana#ଐତିହାସିକ ଗ୍ରାମ ବୋଇତାରେ ୩୦ତମ ଅଷ୍ଟ ପ୍ରହର ନାମଯଜ୍ଞ _ ମଧ୍ୟ ରାତ୍ରିର ହରି ନାମ
#harinama sankirtana - ଐତିହାସିକ ଗ୍ରାମ ବୋଇତାରେ ୩୦ତମ ଅଷ୍ଟପ୍ରହର ନାମଯଜ୍ଞ ୨୦୨୫ - ହରିନାମ ଯଜ୍ଞ
#adhibasa - ghata uttolana - ଐତିହାସିକ ଗ୍ରାମ ବୋଇତାରେ ୩୦ତମ ଅଷ୍ଟପ୍ରହର ନାମଯଜ୍ଞ ୨୦୨୫ - ଅଧିବାସ ଘଟ ଉତ୍ତୋଳନ
#astaprahara nama sankirtana 2025 - ୩୦ତମ ଅଷ୍ଟପ୍ରହର ନାମଯଜ୍ଞ 2025 for Mobile
Last Year ASTAPRAHARA Nadia Kirtan at Boita, Baleswar & this year May 21-23,-ଅଷ୍ଟ ପ୍ରହର ନଦିଆକୀର୍ତ୍ତନ
ଐତିହାସିକ ଗ୍ରାମ ବୋଇତାର ସ୍ମଶାନବାସୀ ବାବା ବୈଦ୍ୟନାଥ ଶୈବପୀଠରେ ଜାଗର ଯାତ୍ରା-୨୦୨୫: "ମା ବନଦୁର୍ଗା ଗଣନାଟ୍ୟ"
ଐତିହାସିକ ଗ୍ରାମ ବୋଇତାର ସ୍ମଶାନବାସୀ ବାବା ବୈଦ୍ୟନାଥ ଶୈବପୀଠରେ ମହାଶିବରାତ୍ରି ଜାଗର ଯାତ୍ରା - ୨୦୨୫
ଐତିହାସିକ ଗ୍ରାମ ବୋଇତାର ସ୍ମଶାନବାସୀ ବାବା ବୈଦ୍ୟନାଥ ଶୈବପୀଠରେ ମହାଶିବରାତ୍ରି ୨୦୨୫
ଐତିହାସିକ ଗ୍ରାମ ବୋଇତାରେ କୁରାଳ ପଞ୍ଚମୀ - ୨୦୨୪
ଐତିହାସିକ ଗ୍ରାମ ବୋଇତା ରଘୁନାଥ ମନ୍ଦିରରେ କାର୍ତ୍ତିକ ପୁର୍ଣିମା ଅବସରରେ ଅନ୍ନ ଦାନ ଓ ଭଜନ ସନ୍ଧ୍ୟା - ୨୦୨୪
ଐତିହାସିକ ଗ୍ରାମ ବୋଇତାରେ ବୋଇତ ବନ୍ଦାଣ ମହୋତ୍ସବ-୨୦୨୪
#historicalvillageboita @ଐତିହାସିକ ଗ୍ରାମ ବୋଇତାରେ ବଡଦାଣ୍ଡ ରଘୁନାଥ ମନ୍ଦିର ମହାଯଜ୍ଞ#୨୦-୯-୨୦୨୪
ଐତିହାସିକ ଗ୍ରାମ ବୋଇତାରେ ୨୯ତମ ଅଷ୍ଟପ୍ରହର ଦଧିହାଣ୍ଡି ଭଞ୍ଜନ - ୨୦୨୪
ଐତିହାସିକ ଗ୍ରାମ ବୋଇତାରେ ୨୯ତମ ଅଷ୍ଟପ୍ରହର ନଗର କୀର୍ତ୍ତନ - ୨୦୨୪
ଐତିହାସିକ ଗ୍ରାମ ବୋଇତାରେ ୨୯ତମ ଅଷ୍ଟପ୍ରହର ନାମଯଜ୍ଞ ସଙ୍କୀର୍ତ୍ତନ - ୨୦୨୪
ଐତିହାସିକ ଗ୍ରାମ ବୋଇତାରେ ୨୯ତମ ଅଷ୍ଟପ୍ରହର ନାମଯଜ୍ଞ ଘଟାଧିଵାସ - ୨୦୨୪
ମିଶନ ପାହାଡା ଗୁହିରି - ଐତିହାସିକ ଗ୍ରାମ ବୋଇତାର ଇତିହାସ @Mission Pahada Guhiri History Of Boita Village
#ଅପେରା ଚକୋଲେଟ ପରିବାର - ଐତିହାସିକ ଗ୍ରାମ ବୋଇତାରେ ମହା ଶିବରାତ୍ରି ୨୦୨୪
ଐତିହାସିକ ଗ୍ରାମ ବୋଇତାରେ ସ୍ମସାନ ବାସୀ ଶିବ ବାବା ବୈଦ୍ୟନାଥଙ୍କ ପୀଠରେ ମହାଶିବରାତ୍ରି - ୨୦୨୪ ମଞ୍ଚରେ ମୁଖ୍ୟ ଅତିଥି
ଐତିହାସିକ ଗ୍ରାମ ବୋଇତାରେ ସ୍ମସାନ ବାସୀ ଶିବ ବାବା ବୈଦ୍ୟନାଥଙ୍କ ପୀଠରେ ମହାଶିବରାତ୍ରି ୨୦୨୪ - ରୁଦ୍ରାଭିଷେକ
#mahashivratri ଐତିହାସିକ ଗ୍ରାମ ବୋଇତାରେ ସ୍ମସାନ ବାସୀ ଶିବ ବାବା ବୈଦ୍ୟନାଥଙ୍କ ପୀଠରେ ମହାଶିବରାତ୍ରି - ୨୦୨୪