Odia Life In Australia

Jai JAGANNATH ,ମୁଁ ଚିନ୍ମୟୀ, ଓଡିଶା, ବାଲେଶ୍ୱର ରୁ( india) ,ମୁ ଆଉ ମୋର ପରିବାର Australia, sydney ରେ ରହୁ, ଏହି ଚାନେଲ ରେ ଆପଣ ମାନେ ଅଷ୍ଟ୍ରେଲିଆ ର ସୁନ୍ଦର ଜାଗା ସହ ଏଠିକା ର କଳା ଆଉ ସଂସ୍କୁର୍ତ୍ତି ବିଷୟ ରେ ଜାଣିପାରିବେ, ଏଠି ଓଡ଼ିଆ ମାନଙ୍କର ପୂଜା ପର୍ବ କେମିତି ପାଳନ କରୁ vedio ମାଧ୍ୟମ ରେ ଜାଣିପାରିବେ, ଏହି ଚାନେଲ ରେ ଓଡ଼ିଆ ଆଉ ଅଣଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଆଉ କିଛି ନୂଆ ଖାଦ୍ୟ ବିଷୟରେ ଜାଣିପାରିବେ

i am chinmaye, from India Odisha
me & my family live in Australia @Sydny. This channel focuses cooking, travel, fun , celebrating odia festivals and daily vlogging. Here we ( me n my son) share our daily life experiences.
support my channel,please subscribe like comment my channel 🙏

Please join with us to discover more fun , entertainment🙏
Jai JAGNNATH🙏