Pattanayak life vlog
Hello 🙏🏻
I am Mr. K.K.pattanayak
I am farmer
I am also a fabricater ⛩️
.l am vlogger
.
.thanks for visiting my YouTube channel 🙏🏻💜
5000 ଟଙ୍କାରେ ବେପାର ଆରମ୍ଭ କରିଥିଲି//small business//pattanayak life vlog
ଆରିସା ପିଠା କରିବାର ସହଜ ଉପାୟ//ଘି ପିଠା//ଓଡ଼ିଆ ଘର ପିଠା//ଗୁଡ଼ ଆରିସା//bissness style pitha
ସମସ୍ୟା ବର୍ଷା ଓ ଶୀତ ଦିନରେ ଅଧିକ//ଯିଏ ସାବଧାନ ରହିବେ ସିଏ ଲାଭ ବାନ୍ ହେବେ#goatfarming
pattanayak goat farm, ଏବେ ଏକ ନୂଆ ରଙ୍ଗରେ ନୂଆ ରଙ୍ଗରେ🙏🏻🙏🏻🙏🏻🙏🏻♥️♥️
🙏 ମୁଁ ଏବେ ବିକ୍ରୀ କରୁଛି କିନ୍ତୁ ସମୟ ଆସିଲେ ପୁଣି ଆରମ୍ଭ କରିବି 🐐 farm 🙏
ଏ ସମସ୍ୟା ବର୍ଷା ଆରମ୍ଭ ଓ ଶେଷ ଶୀତ ଆରମ୍ଭ ଓ ଶେଷ ରେ ଅଧିକ ଦେଖିବାକୁ ମିଳିବ #goatfarm
ଛେଳି ମାନଙ୍କୁ ରଖି ବଡ଼ କରିବା ଯେତିକି କଷ୍ଟ ,ବିକ୍ରୀ କରି ଲାଭ କରିବା ସେତିକି କଷ୍ଟ,କାହାକୁ ବିକ୍ରୀ କରିବେ #goat
finally ଆମ ବ୍ରିଡର୍ cross start କଲା//pattanayakgoatfarm
ଛେଳି ଚାଷରେ ସମସ୍ୟା ସବୁବେଳେ ଅଛି ସମାଧାନ ଆପଣଙ୍କ ପାଖରେ//ଛେଳି ଚାଷରେ ଜ୍ଞାନ ଆଉ ପରିଶ୍ରମ ବହୁତ୍ ଜରୁରୀ#goatfarm
ନୁଆ ବର୍ଷରେ କିଛି ନୁଆ କଥା #pattanayakgoatfarm
ଶୀତ ଯେତେ ବଢିବ ଚାଷୀ ଭାଇଙ୍କ ଦୁଖ ବଢିବ,ଶୀତ ଦିନରେ ଆପଣ ଛେଳି ମାନଙ୍କର ଯତ୍ନ କିପରି ନେଉଛନ୍ତି#pattanyakgoatfarm
goat farm ସାଙ୍ଗରେ ଆଉ କିଛି କରିବାକୁ ଚେଷ୍ଟା,ଅତି କମ୍ ଖର୍ଚ୍ଚ ରେ ଛେଳି ଚାଷ//pattanayak goat farm#goatfarm
ଛୋଟ ଛୋଟ କାମ ଯଦି କରୁଥିବେ ଆପଣ ବଡ଼ ବିପଦ ରୁ ରକ୍ଷା ପାଇଯିବେ//ଛେଳି ରୋଗରେ ପଡ଼ିବେନି#pattanayakgoatfarm
କେତେ ବେଳେ କାହା ସାଙ୍ଗରେ ଏ ପରିସ୍ଥିତି ଘଟି ପାରେ//goatfarming bakripalan blackbengal goat#goatfarmbusines
ଛେଳି ଫାର୍ମ ଷ୍ଟାର୍ଟ କରିବା ପୂର୍ବରୁ ସବୁ ଚାଷୀ ଭାଇ ଏ କଥା ଜାଣି ରଖିବା ଆବଶ୍ୟକ#pattanayakgoatfarm
ଏଇ ସବୁ କାରଣରୁ ଛୁଆ ମାନେ ମାରନ୍ତି ଛୋଟ ଛୋଟ କାରଣ କୁ ଜଗନ୍ତୁ ଗୋଟେ ବି ଛୁଆ ମାରିବେନୀ//#pattanayakgoatfarm
ଶୀତ ଦିନରେ low temperature ଛେଳି ମାନଙ୍କର ହବ ତ ଆଗରୁ କରନ୍ତୁ ଏ କାମ ହେଲା ପରେ ବହୁତ୍ ଅସୁବିଧା ହେବ#goatfarm
ସବୁ ବେଳେ ଛୁଆ ହେବେ ସବୁ ବେଳେ ଅସୁବିଧା ଆସିବ//କଷ୍ଟ ଆମକୁ କରିବାକୁ ପଡ଼ିବ ସମାଧାନ ଆମକୁ କରିବାକୁ ପଡ଼ିବ#goatfarm
ଜର, ତା ପରେ ଗ୍ୟାସ୍ କଣ କରିବା ବହୁତ୍ ସହଜ ରୋଗ ଚିହ୍ନିବା ଦରକାର୍#goatfarm #pattanayakgoatfarm
ଶୀତ ଦିନ ଆଗରୁ ଏ କାମ କରନ୍ତୁ ଛେଳି ମାନେ save ରହିବେ//goatfarming#pattanayakgoatfarm
ଆମ ଫାର୍ମ ରେ ପ୍ରଥମ ଥର ପାଇଁ 135 ଦିନରେ ଛେଳି ଜନ୍ମ କଲା//ସବୁ ଚାଷୀ ଭାଇ ଛୁଆଙ୍କ ଦେହରେ ଏ ଔଷଧ ଲଗାନ୍ତୁ#goatfarm
ଛେଳି ଛୁଆଙ୍କୁ ମୋଟା,ଲମ୍ବା କରିବାର ସହଜ ଓ ସରଳ ଉପାୟ//ଛୁଆ ବଞ୍ଚିଲେ ଫାର୍ମ ର ଗ୍ରୋଥ୍ ହେବ ଚାଷୀ ଭାଇ ଲାଭ ବାନ୍ ହେବେ
ଏ ସମସ୍ୟା ସବୁ ଫାର୍ମ ରେ ହଉଥିବ କିନ୍ତୁ ସମାଧାନ ବହୁତ୍ ଛୋଟ//ଚାଷୀ ଭାଇ ଜାଣିବା ଦରକାର୍ ସମାଧାନ କରିବା ଦରକାର୍#goat
total,3 ଟା ମା,7ଟା ଛୁଆ ସବୁ ଛେଳି 2ଟା 3ଟା ଛୁଆ କରିବେ//ଫାର୍ମ ର growth ଏମିତି ବଢ଼ି ଚାଲିବ#goatfarming
ବାରମ୍ବାର ଛେଳି ଝାଡ଼ା ହେବା ଆଜି ଭଲ କାଲି ପୁଣି ଝାଡ଼ା //ତ ମୂଳରୁ ଭଲ କରନ୍ତୁ#pattanayakgoatfarm
ଏହି 5 ଟି କାମ କରନ୍ତୁ ଗୋଟେ ଛୁଆ ବି ମରିବେନି//ଛୁଆ ବଞ୍ଚିଲେ ହିଁ ଲାଭ ବାନ୍ ହେବେ ଛୁଆ ମଲେ ଫାର୍ମ ବନ୍ଦ୍ ହେବ#goat
ଛେଳି ଯେତେ ଅଧିକ ହେବେ ଚିନ୍ତା ସେତେ ବଢିବ//ଛେଳି ଚାଷ ରେ କଷ୍ଟ ଅଛି,କିନ୍ତୁ ଲାଭ ବି ଅଛି#pattanayakgoatfarm
ଛୋଟ ଛୋଟ ଜିନିଷ ଉପରେ ଲକ୍ଷ୍ୟ ରଖିଲେ ଛେଳି ଜନ୍ମ କଲାବେଳେ କୌଣସି ଅସୁବିଧା ହେବନି //successful delivery #goat
ବର୍ଷା ଦିନରେ ଛେଳି ମାନଙ୍କର ଗୋଡ ରେ ଯନ୍ତ୍ରଣା//ଗୋଡ ତଳେ ନ ଲଗେଇବା ସମାଧାନ କଣ କିପରି କରିବା ରୋଗ ନ ହେବା#goatfarm
ଗର୍ଭ ବତି ଛେଳିଙ୍କ last ମାସ ରେ ଛେଳିଙ୍କୁ କଣ ଖାଇବାକୁ ଦେବେ କଣ ଖାଇବାକୁ ଦେବେନୀ //ଛୁଆ ସୁସ୍ଥ କିପରି ହେବେ#goat